1 Chronicles 6:13 — Compare Translations

5 translations compared side by side

Odia - 1840
"ଶକ୍ଲୁମ୍ ହିଲକିଯଙ୍କ ପିତା ଥିଲେ। ହିଲକିଯ ଅସରିଯଙ୍କ ପିତା ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଶଲ୍ଲୁମ୍ ହିଲ୍‍କୀୟକୁ ଜାତ କଲା ଓ ହିଲ୍‍କୀୟ ଅସରୀୟକୁ ଜାତ କଲା;
Odia Bible ERV 2004 (ପବିତ୍ର ବାଇବଲ)
ଶଲ୍ଲୁମ୍ ହି‌ଲ୍‌‌‌କିୟଙ୍କ ପିତା ଥିଲେ। ହି‌ଲ୍‌‌‌କିୟ ଅସରିୟଙ୍କ ପିତା ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଶଲ୍ଲୁମ୍‍ ହିଲ୍‍କୀୟକୁ ଜାତ କଲା, ହିଲ୍‍କୀୟ ଅସରୀୟକୁ ଜାତ କଲା;
Odia IRV 2017 (ଓଡିଆ ବାଇବେଲ)
ଶଲ୍ଲୁମ୍‍ ହିଲ୍‍କୀୟକୁ ଜାତ କଲା, ହିଲ୍‍କିୟ ଅସରୀୟକୁ ଜାତ କଲା;