1 Chronicles 6:23 — Compare Translations
5 translations compared side by side
Odia - 1840
"ଇଲକାନା ଅସୀରଙ୍କ ପୁତ୍ର ଥିଲେ, ଅବୀଯାସଫ୍ ଇଲକାନାଙ୍କ ପୁତ୍ର ଥିଲେ। ଅସୀର ଅବୀଯାସଫଙ୍କ ପୁତ୍ର ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହାର ପୁତ୍ର ଇଲ୍କାନା, ତାହାର ପୁତ୍ର ଅବୀୟାସପ୍, ତାହାର ପୁତ୍ର ଅସୀର;
Odia Bible ERV 2004 (ପବିତ୍ର ବାଇବଲ)
ଇଲ୍କାନା ଅସୀରଙ୍କ ପୁତ୍ର ଥିଲେ, ଅବୀୟାସଫ୍ ଇଲ୍କାନାଙ୍କ ପୁତ୍ର ଥିଲେ। ଅସୀର ଅବୀୟାସଫ୍ଙ୍କ ପୁତ୍ର ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହାର ପୁତ୍ର ଇଲ୍କାନା, ତାହାର ପୁତ୍ର ଅବୀୟାସଫ, ତାହାର ପୁତ୍ର ଅସୀର;
Odia IRV 2017 (ଓଡିଆ ବାଇବେଲ)
ତାହାର ପୁତ୍ର ଇଲ୍କାନା, ତାହାର ପୁତ୍ର ଅବୀୟାସଫ, ତାହାର ପୁତ୍ର ଅସୀର;