1 Chronicles 6:34 — Compare Translations
5 translations compared side by side
Odia - 1840
"ଶାମୁଯଲେ ଇଲକାନାଙ୍କ ପୁତ୍ର ଥିଲେ। ଇଲ୍କାନା ୟିରୋହମ୍ଙ୍କ ପୁତ୍ର ଥିଲେ। ୟିରୋହମ୍ ଇଲୀଯେଲ୍ଙ୍କ ପୁତ୍ର ଥିଲେ। ଇଲୀଯେଲ୍ ତୋହଙ୍କ ପୁତ୍ର ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ଇଲ୍କାନାର ପୁତ୍ର, ସେ ଯିରୋହମର ପୁତ୍ର, ସେ ଇଲୀୟେଲର ପୁତ୍ର, ସେ ତୋହର ପୁତ୍ର;
Odia Bible ERV 2004 (ପବିତ୍ର ବାଇବଲ)
ଶାମୁୟେଲ ଇଲ୍କାନାଙ୍କ ପୁତ୍ର ଥିଲେ। ଇଲ୍କାନା ଯିରୋହମ୍ଙ୍କ ପୁତ୍ର ଥିଲେ। ଯିରୋହମ୍ ଇଲୀୟେଲ୍ଙ୍କ ପୁତ୍ର ଥିଲେ। ଇଲୀୟେଲ୍ ତୋହଙ୍କ ପୁତ୍ର ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ଇଲ୍କାନାର ପୁତ୍ର, ସେ ଯିରୋହମର ପୁତ୍ର, ସେ ଇଲୀୟେଲ୍ର ପୁତ୍ର, ସେ ତୋହର ପୁତ୍ର;
Odia IRV 2017 (ଓଡିଆ ବାଇବେଲ)
ସେ ଇଲ୍କାନାର ପୁତ୍ର, ସେ ଯିରୋହମର ପୁତ୍ର, ସେ ଇଲୀୟେଲ୍ର ପୁତ୍ର, ସେ ତୋହର ପୁତ୍ର;