1 Chronicles 6:37 — Compare Translations

5 translations compared side by side

Odia - 1840
"ସଫନିଯର ତହତ୍ଙ୍କ ପୁତ୍ର ଥିଲେ। ଅବୀଯାସଫ୍ କୋରହଙ୍କ ପୁତ୍ର ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ତହତର ପୁତ୍ର, ସେ ଅସୀରର ପୁତ୍ର, ସେ ଅବୀୟାସଫର ପୁତ୍ର, ସେ କୋରହର ପୁତ୍ର;
Odia Bible ERV 2004 (ପବିତ୍ର ବାଇବଲ)
ସିଫନିୟର ତହତ୍‌ଙ୍କ ପୁତ୍ର ଥିଲେ। ଅବୀୟାସଫ୍ କୋରହଙ୍କ ପୁତ୍ର ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ତହତର ପୁତ୍ର, ସେ ଅସୀରର ପୁତ୍ର, ସେ ଅବୀୟାସଫର ପୁତ୍ର, ସେ କୋରହର ପୁତ୍ର;
Odia IRV 2017 (ଓଡିଆ ବାଇବେଲ)
ସେ ତହତର ପୁତ୍ର, ସେ ଅସୀରର ପୁତ୍ର, ସେ ଅବୀୟାସଫର ପୁତ୍ର, ସେ କୋରହର ପୁତ୍ର;