1 Chronicles 6:4 — Compare Translations
5 translations compared side by side
Odia - 1840
"ଇଲିଯାସର ପୀନ୍ହସଙ୍କ ପିତା ଥିଲେ। ପୀନ୍ହସ୍ ଅବିଶୂଯଙ୍କ ପିତା ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଇଲୀୟାସର ପୀନହସ୍କୁ ଜାତ କଲା, ପୀନହସ୍ ଅବିଶୂୟକୁ ଜାତ କଲା;
Odia Bible ERV 2004 (ପବିତ୍ର ବାଇବଲ)
ଇଲିୟାସର ପୀନ୍ହସଙ୍କ ପିତା ଥିଲେ। ପୀନ୍ହସ୍ ଅବିଶୂୟଙ୍କ ପିତା ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଇଲୀୟାସର ପୀନହସ୍କୁ ଜାତ କଲା, ପୀନହସ୍ ଅବୀଶୂୟକୁ ଜାତ କଲା;
Odia IRV 2017 (ଓଡିଆ ବାଇବେଲ)
ଇଲୀୟାସର ପୀନହସ୍କୁ ଜାତ କଲା, ପୀନହସ୍ ଅବୀଶୂୟକୁ ଜାତ କଲା;