1 Chronicles 6:44 — Compare Translations

5 translations compared side by side

Odia - 1840
"ମରାରିଙ୍କ ବଂଶଧରମାନେ ହମେନ୍ ଓ ଆସଫ୍ଙ୍କ ଆତ୍ମୀଯ ଥିଲେ। ସମାନେେ ହମେନ୍ଙ୍କ ବାମ ପାଶର୍‌ବସ୍ଥ ସଙ୍ଗୀତଦଳ ଥିଲେ। ଏଥନ କୀଶିଙ୍କ ପୁତ୍ର ଥିଲେ। କୀଶି ଅବଦିଙ୍କ ପୁତ୍ର ଥିଲେ। ଅବଦି ମାଲ୍ଲୁକଙ୍କ ପୁତ୍ର ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବାମଭାଗରେ ସେମାନଙ୍କ ଭ୍ରାତୃଗଣ ମରାରିର ସନ୍ତାନମାନେ ଠିଆ ହେଲେ; ଏଥନ୍ କୀଶିର ପୁତ୍ର, ସେ ଅବ୍ଦିର ପୁତ୍ର, ସେ ମଲ୍ଲୁକର ପୁତ୍ର;
Odia Bible ERV 2004 (ପବିତ୍ର ବାଇବଲ)
ମରାରିଙ୍କ ବଂଶଧରମାନେ ହେମନ୍ ଓ ଆସ‌ଫ୍‌ଙ୍କ ଆତ୍ମୀୟ ଥିଲେ। ସେମାନେ ହେମ‌ନଙ୍କ ବାମ ପାର୍ଶ୍ୱସ୍ଥ ସଙ୍ଗୀତ ଦଳ ଥିଲେ। ଏଥନ କୀଶିଙ୍କ ପୁତ୍ର ଥିଲେ। କୀଶି ଅବଦିଙ୍କ ପୁତ୍ର ଥିଲେ। ଅବଦି ମାଲ୍ଲୁକଙ୍କ ପୁତ୍ର ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବାମ ଭାଗରେ ସେମାନଙ୍କ ଭ୍ରାତୃଗଣ ମରାରିର ସନ୍ତାନମାନେ ଠିଆ ହେଲେ; ଏଥନ୍‍ କୀଶିର ପୁତ୍ର, ସେ ଅବ୍‍ଦିର ପୁତ୍ର, ସେ ମଲ୍ଲୁକର ପୁତ୍ର;
Odia IRV 2017 (ଓଡିଆ ବାଇବେଲ)
ବାମ ଭାଗରେ ସେମାନଙ୍କ ଭ୍ରାତୃଗଣ ମରାରିର ସନ୍ତାନମାନେ ଠିଆ ହେଲେ; ଏଥନ୍‍ କୀଶିର ପୁତ୍ର, ସେ ଅବ୍‍ଦିର ପୁତ୍ର, ସେ ମଲ୍ଲୁକର ପୁତ୍ର;