1 Chronicles 6:51 — Compare Translations
5 translations compared side by side
Odia - 1840
"ବୁକ୍କି ଅବୀଶୂଯଙ୍କ ପୁତ୍ର ଥିଲେ। ଉଷି ସରହିଯଙ୍କ ପୁତ୍ର ଥିଲେ। ସରହିଯ ଯିଷିଙ୍କ ପୁତ୍ର ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହାର ପୁତ୍ର ବୁକ୍କି, ତାହାର ପୁତ୍ର ଉଷି, ତାହାର ପୁତ୍ର ସରହୀୟ;
Odia Bible ERV 2004 (ପବିତ୍ର ବାଇବଲ)
ବୁକ୍କି ଅବୀଶୂୟଙ୍କ ପୁତ୍ର ଥିଲେ। ଉଷି ବୁକ୍କିଙ୍କ ପୁତ୍ର ଥିଲେ। ସରହିୟ ଉଷିଙ୍କ ପୁତ୍ର ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହାର ପୁତ୍ର ବୁକ୍କି, ତାହାର ପୁତ୍ର ଉଷି, ତାହାର ପୁତ୍ର ସରହୀୟ;
Odia IRV 2017 (ଓଡିଆ ବାଇବେଲ)
ତାହାର ପୁତ୍ର ବୁକ୍କି, ତାହାର ପୁତ୍ର ଉଷି, ତାହାର ପୁତ୍ର ସରହୀୟ;