1 Chronicles 6:74 — Compare Translations
5 translations compared side by side
Odia - 1840
"ଗେର୍ଶୋନଙ୍କ ଗୋଷ୍ଠୀ ଆହୁରି ମଧ୍ଯ ଆଶରରେ ପରିବାରବର୍ଗଠାରୁ ମଶାଲ୍, ଅବଦୋନ, ହୁକ୍କୋକ୍ ଓ ରହୋବ ସହରଗୁଡ଼ିକ ପ୍ରାପ୍ତ ହେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଆଶେର୍-ବଂଶଠାରୁ ତଳିଭୂମି ସହିତ ମଶାଲ୍ ଓ ତଳିଭୂମି ସହିତ ଅବ୍ଦୋନ୍
Odia Bible ERV 2004 (ପବିତ୍ର ବାଇବଲ)
ଗେର୍ଶୋନଙ୍କ ଗୋଷ୍ଠୀ ଆହୁରି ମଧ୍ୟ ଆଶେରର ପରିବାରବର୍ଗଠାରୁ ମଶାଲ୍, ଅବ୍ଦୋନ, ହୁକ୍କୋକ୍ ଓ ରହୋବ ସହରଗୁଡ଼ିକ ପ୍ରାପ୍ତ ହେଲେ। ସେହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ୟ ସେମାନେ ଲାଭ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଆଶେର-ବଂଶଠାରୁ ତଳିଭୂମି ସହିତ ମଶାଲ୍, ତଳିଭୂମି ସହିତ ଅବଦୋନ୍;
Odia IRV 2017 (ଓଡିଆ ବାଇବେଲ)
ଆଉ ଆଶେର-ବଂଶଠାରୁ ତଳିଭୂମି ସହିତ ମଶାଲ୍, ତଳିଭୂମି ସହିତ ଅବଦୋନ୍;