1 Chronicles 7:1 — Compare Translations

5 translations compared side by side

Odia - 1840
"ଇଷାଖରଙ୍କର ଚାରି ପୁତ୍ର ଥିଲେ। ସମାନଙ୍କେର ନାମ ଥିଲା: ତାେଲୟ, ପୂଯ, ୟାଶୁବ୍ ଓ ଶିମ୍ରୋଣ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଇଷାଖରର ପୁତ୍ରଗଣ; ତାଲୟ ଓ ପୂୟ, ଯାଶୂବ୍ ଓ ଶିମ୍ରୋଣ, ଚାରି ଜଣ ।
Odia Bible ERV 2004 (ପବିତ୍ର ବାଇବଲ)
ଇଷାଖରଙ୍କର ବଂଶଧରଗଣ ଇଷାଖରଙ୍କର ଗ୍ଭରି ପୁତ୍ର ଥିଲେ। ସେମାନଙ୍କର ନାମ ଥିଲା: ତୋଲୟ, ପୂୟ, ଯାଶୂବ୍ ଓ ଶିମ୍ରୋଣ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଇଷାଖରର ପୁତ୍ରଗଣ; ତୋଲୟ, ପୂୟା, ଯାଶୂବ ଓ ଶିମ୍ରୋଣ, ଚାରି ଜଣ ଥିଲେ।
Odia IRV 2017 (ଓଡିଆ ବାଇବେଲ)
ଇଷାଖରର ପୁତ୍ରଗଣ; ତୋଲୟ, ପୂୟା, ଯାଶୂବ ଓ ଶିମ୍ରୋଣ, ଚାରି ଜଣ ଥିଲେ।