1 Chronicles 7:10 — Compare Translations
5 translations compared side by side
Odia - 1840
"ୟିଦୀଯଲଙ୍କେର ପୁତ୍ର ଥିଲେ ବିଲ୍ହନ୍। ବିଲ୍ହନ୍ଙ୍କର ପୁତ୍ରମାନେ ଥିଲେ: ୟିଯଶ, ବିନ୍ଯାମୀନ, ଏହୂଦ୍, କାନାନା, ସେଥନ୍, ତର୍ଶୀଶ୍ ଓ ଅହୀଶହର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯିଦୀୟେଲର ପୁତ୍ରଗଣ; ବିଲ୍ହନ୍ ଓ ବିଲ୍ହନର ପୁତ୍ର ଯୀୟଶ୍ ଓ ବିନ୍ୟାମୀନ୍ ଓ ଏହୂଦ୍ ଓ କାନାନା ଓ ସେଥନ୍ ଓ ତର୍ଶୀଶ୍ ଓ ଅହୀଶହର;
Odia Bible ERV 2004 (ପବିତ୍ର ବାଇବଲ)
ଯିଦୀୟେଲଙ୍କର ପୁତ୍ର ଥିଲେ ବିଲ୍ହନ୍। ବିଲ୍ହନଙ୍କର ପୁତ୍ରମାନେ ଥିଲେ: ଯିୟଶ, ବିନ୍ୟାମୀନ, ଏହୂଦ, କାନାନା, ସେଥନ୍, ତର୍ଶୀଶ୍ ଓ ଅହୀଶହର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯିଦୀୟେଲର ପୁତ୍ର ବିଲ୍ହନ୍ ଏବଂ ବିଲ୍ହନ୍ର ପୁତ୍ରଗଣ ଯିୟୂଶ୍, ବିନ୍ୟାମୀନ୍, ଏହୂଦ, କନାନା, ସେଥନ୍, ତର୍ଶୀଶ୍ ଓ ଅହୀଶହର;
Odia IRV 2017 (ଓଡିଆ ବାଇବେଲ)
ଯିଦୀୟେଲର ପୁତ୍ର ବିଲ୍ହନ୍ ଏବଂ ବିଲ୍ହନର ପୁତ୍ରଗଣ ଯିୟୂଶ୍, ବିନ୍ୟାମୀନ୍, ଏହୂଦ୍, କନାନା, ସେଥନ୍, ତର୍ଶୀଶ୍ ଓ ଅହୀଶହର;