1 Chronicles 7:13 — Compare Translations

5 translations compared side by side

Odia - 1840
"ନପ୍ତାଲୀଙ୍କ ପୁତ୍ରମାନେ ଥିଲେ ୟହସିଯଲେ, ଗୂନି, ଯେତସର ଓ ଶଲ୍ଲୁମ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ନପ୍ତାଲିର ପୁତ୍ରଗଣ; ଯହସୀୟେଲ୍ ଓ ଗୂନି ଓ ଯେତ୍ସର ଓ ଶଲ୍ଲୁମ୍, ଏମାନେ ବିଲ୍ହାର ବଂଶ ।
Odia Bible ERV 2004 (ପବିତ୍ର ବାଇବଲ)
ନପ୍ତାଲିଙ୍କର ବଂଶଧରଗଣ ନପ୍ତାଲିଙ୍କ ପୁତ୍ରମାନେ ଥିଲେ ଯହସିୟେଲ, ଗୂନି, ଯେତ୍‌ସର ଓ ଶଲ୍ଲୁମ୍। ଏବଂ ଏହିମାନେ ବି‌ଲ୍‌ହାଙ୍କର ବଂଶଧର ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ନପ୍ତାଲିର ପୁତ୍ରଗଣ; ଯହସୀୟେଲ୍‍, ଗୂନି, ଯେତ୍ସର ଓ ଶଲ୍ଲୁମ୍‍, ଏମାନେ ବିଲ୍‌ହାର ବଂଶ।
Odia IRV 2017 (ଓଡିଆ ବାଇବେଲ)
ନପ୍ତାଲିର ପୁତ୍ରଗଣ; ଯହସୀୟେଲ, ଗୂନି, ଯେତ୍ସର ଓ ଶଲ୍ଲୁମ୍‍, ଏମାନେ ବିଲ୍‌ହାର ବଂଶ।