1 Chronicles 7:20 — Compare Translations

5 translations compared side by side

Odia - 1840
"ଇଫ୍ରଯିମଙ୍କ ବଂଶଧରଗଣଙ୍କର ନାମ ଏହିପରି ଥିଲା। ଇଫ୍ରଯିମଙ୍କ ପୁତ୍ର ଥିଲେ ଶୁଥଲହେ। ଶୁଥଲହଙ୍କେର ପୁତ୍ର ଥିଲେ, ବରଦେ। ବରଦଙ୍କେର ପୁତ୍ର ଥିଲେ, ତହତ୍। ତହତ୍ଙ୍କର ପୁତ୍ର ଥିଲେ, ଇଲିଯାଦା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଇଫ୍ରୟିମର ପୁତ୍ର ଶୂଥେଲହ, ତାହାର ପୁତ୍ର ବେରଦ୍, ତାହାର ପୁତ୍ର ତହତ୍, ତାହାର ପୁତ୍ର ଇଲୀୟାଦା, ତାହାର ପୁତ୍ର ତହତ୍,
Odia Bible ERV 2004 (ପବିତ୍ର ବାଇବଲ)
ଇଫ୍ରୟିମଙ୍କ ବଂଶଧରଗଣ ଇଫ୍ରୟିମଙ୍କ ବଂଶଧରଗଣଙ୍କର ନାମ ଏହିପରି ଥିଲା। ଇଫ୍ରୟିମଙ୍କ ପୁତ୍ର ଥିଲେ ଶୁଥେଲହ। ଶୁଥେଲହଙ୍କର ପୁତ୍ର ଥିଲେ, ବେରଦ। ବେରଦଙ୍କର ପୁତ୍ର ଥିଲେ, ତହତ୍। ତହତ୍‌ଙ୍କର ପୁତ୍ର ଥିଲେ, ଇଲିୟାଦା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଇଫ୍ରୟିମର ପୁତ୍ର ଶୂଥେଲହ, ତାହାର ପୁତ୍ର ବେରଦ, ତାହାର ପୁତ୍ର ତହତ, ତାହାର ପୁତ୍ର ଇଲୀୟାଦା, ତାହାର ପୁତ୍ର ତହତ,
Odia IRV 2017 (ଓଡିଆ ବାଇବେଲ)
ଇଫ୍ରୟିମର ପୁତ୍ର ଶୂଥେଲହ, ତାହାର ପୁତ୍ର ବେରଦ, ତାହାର ପୁତ୍ର ତହତ, ତାହାର ପୁତ୍ର ଇଲୀୟାଦା, ତାହାର ପୁତ୍ର ତହତ,