1 Chronicles 7:3 — Compare Translations

5 translations compared side by side

Odia - 1840
"ଉଷିଙ୍କର ପୁତ୍ର ଥିଲେ ୟିଷ୍ରାହିଯ। ୟିଷ୍ରାହିଯଙ୍କର ପୁତ୍ରମାନେ ଥିଲେ, ମୀଖାଯଲେ, ଓବଦିଯ, ଯାୟେଲ ଓ ୟିଶିଯ। ଏହି ପାଞ୍ଚଜଣ ୟାଜ ସମାନଙ୍କେ ପରିବାରର ମୁଖ୍ଯ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଉଷିର ପୁତ୍ରଗଣ; ଯିଷ୍ରାହୀୟ ଓ ଯିଷ୍ରାହୀୟର ପୁତ୍ର ମୀଖାୟେଲ ଓ ଓବଦୀୟ ଓ ଯୋୟେଲ୍ ଓ ଯିଶୀୟ, ପାଞ୍ଚ ଜଣ । ଏସମସ୍ତେ ପ୍ରଧାନ ଲୋକ ଥିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଉଷିଙ୍କର ପୁତ୍ର ଥିଲେ ଯିଷ୍ରାହିୟ। ଯିଷ୍ରାହିୟଙ୍କର ପୁତ୍ରମାନେ ଥିଲେ, ମୀଖାୟେଲ, ଓବଦିୟ, ଯୋୟେଲ ଓ ଯିଶିୟ। ଏହି ପାଞ୍ଚ ଜଣ ଯାକ ସେମାନଙ୍କ ପରିବାରର ମୁଖ୍ୟ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଉଷିର ପୁତ୍ରଗଣ; ଯିଷ୍ରାହୀୟ, ଯିଷ୍ରାହୀୟର ପୁତ୍ର ମୀଖାୟେଲ, ଓବଦୀୟ, ଯୋୟେଲ ଓ ଯିଶୀୟ, ପାଞ୍ଚ ଜଣ। ଏସମସ୍ତେ ପ୍ରଧାନ ଲୋକ ଥିଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ ଉଷିର ପୁତ୍ରଗଣ; ଯିଷ୍ରାହୀୟ, ଯିଷ୍ରାହୀୟର ପୁତ୍ର ମୀଖାୟେଲ, ଓବଦୀୟ, ଯୋୟେଲ ଓ ଯିଶୀୟ, ପାଞ୍ଚ ଜଣ। ଏସମସ୍ତେ ପ୍ରଧାନ ଲୋକ ଥିଲେ।