1 Chronicles 7:30 — Compare Translations
5 translations compared side by side
Odia - 1840
"ଆଶରଙ୍କେ ପୁତ୍ରମାନେ ଥିଲେ ୟିମ୍ନ, ୟିଶବ, ୟିଶବି ଓ ବରୀଯ। ସମାନଙ୍କେ ଭଗିନୀର ନାମ ଥିଲା ସରେହ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଶେର୍ର ସନ୍ତାନଗଣ; ଯିମ୍ନ ଓ ଯିଶ୍ବ ଓ ଯିଶ୍ବି ଓ ବରୀୟ ଓ ସେମାନଙ୍କର ଭଗିନୀ ସେରହ ।
Odia Bible ERV 2004 (ପବିତ୍ର ବାଇବଲ)
ଆଶେରଙ୍କ ବଂଶଧରଗଣ ଆଶେରଙ୍କ ପୁତ୍ରମାନେ ଥିଲେ ଯିମ୍ନ, ଯିଶ୍ବ, ଯିଶ୍ବି ଓ ବରୀୟ। ସେମାନଙ୍କ ଭଗିନୀର ନାମ ଥିଲା ସେରହ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଶେରର ସନ୍ତାନଗଣ; ଯିମ୍ନା, ଯିଶ୍ବା, ଯିଶ୍ବି, ବରୀୟ ଓ ସେମାନଙ୍କର ଭଗିନୀ ସେରହ।
Odia IRV 2017 (ଓଡିଆ ବାଇବେଲ)
ଆଶେରର ସନ୍ତାନଗଣ; ଯିମ୍ନା, ଯିଶ୍ବା, ଯିଶ୍ବି, ବରୀୟ ଓ ସେମାନଙ୍କର ଭଗିନୀ ସେରହ।