1 Chronicles 7:31 — Compare Translations
5 translations compared side by side
Odia - 1840
"ବରୀଯଙ୍କ ପୁତ୍ରମାନେ ଥିଲେ ହବରେ ଓ ମଲକୀଯଲେ। ମଲକୀଯଲେ ବିର୍ଷୋତଙ୍କ ପିତା ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବରୀୟର ପୁତ୍ର ହେବର୍ ଓ ବିର୍ଷୋତର ପିତା ମଲ୍କୀୟେଲ ।
Odia Bible ERV 2004 (ପବିତ୍ର ବାଇବଲ)
ବରୀୟଙ୍କ ପୁତ୍ରମାନେ ଥିଲେ ହେବର ଓ ମଲ୍କୀୟେଲ। ମଲ୍କୀୟେଲ ବିର୍ଷୋତଙ୍କ ପିତା ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବରୀୟର ପୁତ୍ର ହେବର ଓ ବିର୍ଷୋତର ପିତା ମଲ୍କୀୟେଲ।
Odia IRV 2017 (ଓଡିଆ ବାଇବେଲ)
ବରୀୟର ପୁତ୍ର ହେବର ଓ ବିର୍ଷୋତର ପିତା ମଲ୍କୀୟେଲ।