1 Chronicles 7:32 — Compare Translations
5 translations compared side by side
Odia - 1840
"ହବେର୍, ୟଫ୍ଲେଟ୍, ଶୋମର୍ ଓ ହୋଥମ୍ ଓ ସମାନଙ୍କେ ଭଗିନୀ ଶୂଯାଙ୍କ ପିତା ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ହେବର୍, ଯଫ୍ଲେଟ୍ ଓ ଶୋମର ଓ ହୋଥମ୍ ଓ ସେମାନଙ୍କ ଭଗିନୀ ଶୂୟାକୁ ଜାତ କଲା ।
Odia Bible ERV 2004 (ପବିତ୍ର ବାଇବଲ)
ହେବର୍, ଯଫ୍ଲେଟ୍, ଶୋମର୍ ଓ ହୋଥମ୍ ଓ ସେମାନଙ୍କ ଭଗିନୀ ଶୂୟାଙ୍କ ପିତା ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ହେବର, ଯଫ୍ଲେଟ୍, ଶୋମର, ହୋଥମ୍ ଓ ସେମାନଙ୍କ ଭଗିନୀ ଶୂୟାକୁ ଜାତ କଲା।
Odia IRV 2017 (ଓଡିଆ ବାଇବେଲ)
ପୁଣି, ହେବର, ଯଫ୍ଲେଟ୍, ଶୋମର, ହୋଥମ୍ ଓ ସେମାନଙ୍କ ଭଗିନୀ ଶୂୟାକୁ ଜାତ କଲା।