1 Chronicles 7:33 — Compare Translations
5 translations compared side by side
Odia - 1840
"ୟଫଲଟଙ୍କେ ପୁତ୍ରମାନେ ଥିଲେ ପାସକ୍, ବିମ୍ହଲ୍ ଓ ଅଶ୍ବତ୍। ଏହିମାନେ ୟଫଲେଟ୍ଙ୍କର ସନ୍ତାନ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯଫ୍ଲେଟର ପୁତ୍ର ପାସକ ଓ ବିମ୍ହଲ୍ ଓ ଅଶ୍ଵତ୍ । ଏମାନେ ଯଫ୍ଲେଟର ସନ୍ତାନ ।
Odia Bible ERV 2004 (ପବିତ୍ର ବାଇବଲ)
ଯଫ୍ଲେଟ୍ଙ୍କ ପୁତ୍ରମାନେ ଥିଲେ ପାସକ୍, ବିମ୍ହଲ୍ ଓ ଅଶ୍ୱତ୍। ଏହିମାନେ ଯଫ୍ଲେଟ୍ଙ୍କର ସନ୍ତାନ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯଫ୍ଲେଟର ପୁତ୍ର ପାସକ, ବିମ୍ହଲ୍ ଓ ଅଶ୍ୱତ୍। ଏମାନେ ଯଫ୍ଲେଟ୍ର ସନ୍ତାନ।
Odia IRV 2017 (ଓଡିଆ ବାଇବେଲ)
ଯଫ୍ଲେଟ୍ର ପୁତ୍ର ପାସକ, ବିମ୍ହଲ୍ ଓ ଅଶ୍ୱତ୍। ଏମାନେ ଯଫ୍ଲେଟର ସନ୍ତାନ।