1 Chronicles 7:35 — Compare Translations
5 translations compared side by side
Odia - 1840
"ଶୋମରଙ୍କ ଭ୍ରାତାଙ୍କ ନାମ ଥିଲା ହେଲମ। ହେଲମଙ୍କ ପୁତ୍ରମାନେ ଥିଲେ ଶୋଫହ, ୟିମ୍ନ, ଶଲେଶ୍ ଓ ଆମ୍ଭଲ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହାର ଭ୍ରାତା ହେଲମର ପୁତ୍ର ଶୋଫହ ଓ ଯିମ୍ନ ଓ ଶେଲଶ୍ ଓ ଆମଲ ।
Odia Bible ERV 2004 (ପବିତ୍ର ବାଇବଲ)
ଶୋମରଙ୍କ ଭ୍ରାତାଙ୍କ ନାମ ଥିଲା ହେଲେମ। ହେଲେମଙ୍କ ପୁତ୍ରମାନେ ଥିଲେ ଶୋଫହ, ଯିମ୍ନ, ଶେଲଶ୍ ଓ ଆମଲ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହାର ଭ୍ରାତା ହେଲମର ପୁତ୍ର ଶୋଫହ, ଯିମ୍ନ, ଶେଲଶ୍ ଓ ଆମଲ।
Odia IRV 2017 (ଓଡିଆ ବାଇବେଲ)
ତାହାର ଭ୍ରାତା ହେଲମର ପୁତ୍ର ଶୋଫହ, ଯିମ୍ନ, ଶେଲଶ୍ ଓ ଆମଲ।