1 Chronicles 8:13 — Compare Translations
5 translations compared side by side
Odia - 1840
"ବରୀଯ ଓ ଶମାେ ଅଯାଲୋନର ନିବାସୀମାନଙ୍କ ପରିବାରର ମୁଖ୍ଯ ଥିଲେ। ସହେି ପୁତ୍ରମାନେ ଗାଥର ନିବାସୀମାନଙ୍କୁ ସମାନଙ୍କେ ନଗର ଛାଡ଼ି ଚାଲିୟିବା ପାଇଁ ବାଧ୍ଯ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଓ ବରୀୟ ଓ ଶେମା, ଏମାନେ ଅୟାଲୋନ ନିବାସୀମାନଙ୍କର ପିତୃବଂଶପ୍ରଧାନ ଥିଲେ, ଆଉ ଏମାନେ ଗାଥ୍ ନିବାସୀମାନଙ୍କୁ ତଡ଼ି ଦେଇଥିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ବରୀୟ ଓ ଶେମା ଅୟାଲୋନର ନିବାସୀମାନଙ୍କ ପରିବାରର ମୁଖ୍ୟ ଥିଲେ। ସେହି ପୁତ୍ରମାନେ ଗାଥ୍ର ନିବାସୀମାନଙ୍କୁ ସେମାନଙ୍କ ନଗର ଛାଡ଼ି ଗ୍ଭଲିଯିବା ପାଇଁ ବାଧ୍ୟ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବରୀୟ ଓ ଶେମା, ଏମାନେ ଅୟାଲୋନ୍ ନିବାସୀମାନଙ୍କର ପିତୃବଂଶର ପ୍ରଧାନ ଥିଲେ, ଆଉ ଏମାନେ ଗାଥ୍ ନିବାସୀମାନଙ୍କୁ ତଡ଼ି ଦେଇଥିଲେ।
Odia IRV 2017 (ଓଡିଆ ବାଇବେଲ)
ବରୀୟ ଓ ଶେମା, ଏମାନେ ଅୟାଲୋନ ନିବାସୀମାନଙ୍କର ପିତୃବଂଶର ପ୍ରଧାନ ଥିଲେ, ଆଉ ଏମାନେ ଗାଥ୍ ନିବାସୀମାନଙ୍କୁ ତଡ଼ି ଦେଇଥିଲେ।