1 Chronicles 8:39 — Compare Translations

5 translations compared side by side

Odia - 1840
"ଆତ ସେଲଙ୍କ ଭ୍ରାତା ଥିଲେ ଏଶକ୍। ଏଶକ୍ଙ୍କର କେତକେ ପୁତ୍ର ଥିଲେ। ଏହିମାନେ ହେଲେ: ଉଲମ୍, ଏଶକ୍ଙ୍କର ଜେଷ୍ଠ ପୁତ୍ର, ୟିଯୁଶ୍, ଏଶକ୍ଙ୍କର ଦ୍ବିତୀୟ ପୁତ୍ର, ଏଲୀଫଲେଟ୍ ତୃତୀୟ ପୁତ୍ର ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ତାହାର ଭ୍ରାତା ଏଶକର ପୁତ୍ରଗଣ; ତାହାର ଜ୍ୟେଷ୍ଠ ଊଲମ, ଦ୍ଵିତୀୟ ଯିୟୂଶ ଓ ତୃତୀୟ ଏଲୀଫେଲଟ୍ ।
Odia Bible ERV 2004 (ପବିତ୍ର ବାଇବଲ)
ଆତ୍‌ସେଲଙ୍କ ଭ୍ରାତା ଥିଲେ ଏଶକ୍। ଏ‌ଶକଙ୍କର କେତେକ ପୁତ୍ର ଥିଲେ। ଏହିମାନେ ହେଲେ: ଉଲମ ଏ‌ଶକଙ୍କର ଜ୍ୟେଷ୍ଠ ପୁତ୍ର, ଯିୟୁଶ୍ ଏ‌ଶକଙ୍କର ଦ୍ୱିତୀୟ ପୁତ୍ର, ଏଲୀଫେଲଟ୍ ତୃତୀୟ ପୁତ୍ର ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ତାହାର ଭ୍ରାତା ଏଶକର ପୁତ୍ରଗଣ; ତାହାର ଜ୍ୟେଷ୍ଠ ଊଲମ, ଦ୍ୱିତୀୟ ଯିୟୂଶ୍‍ ଓ ତୃତୀୟ ଇଲୀଫେଲଟ୍‍।
Odia IRV 2017 (ଓଡିଆ ବାଇବେଲ)
ଆଉ ତାହାର ଭ୍ରାତା ଏଶକର ପୁତ୍ରଗଣ; ତାହାର ଜ୍ୟେଷ୍ଠ ଊଲମ, ଦ୍ୱିତୀୟ ଯିୟୂଶ୍‍ ଓ ତୃତୀୟ ଇଲୀଫେଲଟ୍‍।