1 Chronicles 9:10 — Compare Translations
5 translations compared side by side
Odia - 1840
"ୟିରୁଶାଲମ ରେ ଏହି ଯାଜକମାନେ ବାସ କରୁଥିଲେ: ୟିଦଯିଯ ଯିହାୟୋଦାରରୀବ୍, ୟାଖୀନ୍ ଏବଂ ଅସରିଯ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଯାଜକମାନଙ୍କ ମଧ୍ୟରେ ଯିଦୟୀୟ ଓ ଯିହୋୟାରୀବ୍ ଓ ଯାଖୀନ୍
Odia Bible ERV 2004 (ପବିତ୍ର ବାଇବଲ)
ଯିରୁଶାଲମରେ ଏହି ଯାଜକମାନେ ବାସ କରୁଥିଲେ: ଯିଦୟିୟ, ଯିହୋୟାରୀବ୍, ଯାଖୀନ୍ ଏବଂ ଅସରିୟ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଯାଜକମାନଙ୍କ ମଧ୍ୟରେ ଯିଦୟୀୟ, ଯିହୋୟାରୀବ୍, ଯାଖୀନ୍
Odia IRV 2017 (ଓଡିଆ ବାଇବେଲ)
ଆଉ ଯାଜକମାନଙ୍କ ମଧ୍ୟରେ ଯିଦୟୀୟ, ଯିହୋୟାରୀବ୍, ଯାଖୀନ୍