1 Chronicles 9:14 — Compare Translations

5 translations compared side by side

Odia - 1840
"ଲବେୀଙ୍କ ପରିବାରବର୍ଗର ଏହି ଲୋକମାନେ ୟିରୁଶାଲମ ରେ ବାସ କରୁଥିଲେ: ହଶୂବ୍ଙ୍କ ପୁତ୍ର ଶମଯିଯ। ହଶୂଯ ଅସ୍ରୀକାମ୍ଙ୍କ ପୁତ୍ର ଥିଲେ। ଅସ୍ରୀକାମ୍ ହଶୂବ୍ଙ୍କ ପୁତ୍ର ଥିଲେ। ହଶବିଯ ମରାରିଙ୍କ ବଂଶଧର ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଲେବୀୟମାନଙ୍କ ମଧ୍ୟରେ ମରାରି-ବଂଶଜାତ ହଶ୍ବୀୟର ପ୍ରପୌତ୍ର ଅସ୍ରୀକାମର ପୌତ୍ର ହଶୂବର ପୁତ୍ର ଶମୟୀୟ;
Odia Bible ERV 2004 (ପବିତ୍ର ବାଇବଲ)
ଲେବୀଙ୍କ ପରିବାରବର୍ଗର ଏହି ଲୋକମାନେ ଯିରୁଶାଲମରେ ବାସ କରୁଥିଲେ: ହଶୂବ୍‌ଙ୍କ ପୁତ୍ର ଶମୟିୟ। ହଶୂବ୍‌ ଅସ୍ରୀକା‌ମ୍‌ଙ୍କ ପୁତ୍ର ଥିଲେ। ଅସ୍ରୀକାମ୍ ହଶବିୟଙ୍କ ପୁତ୍ର ଥିଲେ। ହଶବିୟ ମରାରିଙ୍କ ବଂଶଧର ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଲେବୀୟମାନଙ୍କ ମଧ୍ୟରେ ମରାରି-ବଂଶଜାତ ହଶବୀୟର ପ୍ରପୌତ୍ର ଅସ୍ରୀକାମର ପୌତ୍ର ହଶୂବର ପୁତ୍ର ଶମୟୀୟ;
Odia IRV 2017 (ଓଡିଆ ବାଇବେଲ)
ଆଉ ଲେବୀୟମାନଙ୍କ ମଧ୍ୟରେ ମରାରି-ବଂଶଜାତ ହଶବୀୟର ପ୍ରପୌତ୍ର ଅସ୍ରୀକାମର ପୌତ୍ର ହଶୂବର ପୁତ୍ର ଶମୟୀୟ;