1 Chronicles 9:16 — Compare Translations
5 translations compared side by side
Odia - 1840
"ଓବଦିଯ ଶମଯିଯଙ୍କ ପୁତ୍ର ଥିଲେ। ଶମଯିଯ ଗାଲଲ୍ଙ୍କ ପୁତ୍ର ଥିଲେ। ଗାଲ ୟିଦୂଥନ୍ଙ୍କ ପୁତ୍ର ଥିଲେ। ବରେିଖିଯ ଆସାଙ୍କ ପୁତ୍ର ଥିଲେ। ଆସା ଇଲକାନାଙ୍କ ପୁତ୍ର ଥିଲେ। ସେ ନଟୋଫା ରେ ଲୋକମାନଙ୍କ ସହର ରେ ବାସ କରୁଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଓ ଯିଦୂଥୂନ୍ର ପ୍ରପୌତ୍ର ଗାଲଲ୍ର ପୌତ୍ର ଶମୟୀୟର ପୁତ୍ର ଓବଦୀୟ; ଆଉ ନଟୋଫାତୀୟମାନଙ୍କ ଗ୍ରାମବାସୀ ଇଲ୍କାନାର ପୌତ୍ର ଆସାର ପୁତ୍ର ବେରିଖୀୟ ।
Odia Bible ERV 2004 (ପବିତ୍ର ବାଇବଲ)
ଓବଦିୟ ଶମୟିୟଙ୍କ ପୁତ୍ର ଥିଲେ। ଶମୟିୟ ଗାଲଲଙ୍କ ପୁତ୍ର ଥିଲେ। ଗାଲଲ୍ ଯିଦୂଥନଙ୍କ ପୁତ୍ର ଥିଲେ। ବେରିଖିୟ ଆସାଙ୍କ ପୁତ୍ର ଥିଲେ। ଆସା ଇଲ୍କାନାଙ୍କ ପୁତ୍ର ଥିଲେ। ସେ ନଟୋଫାରେ ଲୋକମାନଙ୍କ ସହରରେ ବାସ କରୁଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଓ ଯିଦୂଥୂନ୍ର ପ୍ରପୌତ୍ର ଗାଲଲ୍ର ପୌତ୍ର ଶମୟୀୟର ପୁତ୍ର ଓବଦୀୟ; ଆଉ ନଟୋଫାତୀୟମାନଙ୍କ ଗ୍ରାମବାସୀ ଇଲ୍କାନାର ପୌତ୍ର ଆସାର ପୁତ୍ର ବେରିଖୀୟ।
Odia IRV 2017 (ଓଡିଆ ବାଇବେଲ)
ଓ ଯିଦୂଥୂନର ପ୍ରପୌତ୍ର ଗାଲଲ୍ର ପୌତ୍ର ଶମୟୀୟର ପୁତ୍ର ଓବଦୀୟ; ଆଉ ନଟୋଫାତୀୟମାନଙ୍କ ଗ୍ରାମବାସୀ ଇଲ୍କାନାର ପୌତ୍ର ଆସାର ପୁତ୍ର ବେରିଖୀୟ।