1 Chronicles 9:21 — Compare Translations
5 translations compared side by side
Odia - 1840
"ପବିତ୍ର ତମ୍ବୁର ପ୍ରବେଶ ଦ୍ବାର ରେ ଜିଖରିଯ ମଶଲେିମିଯଙ୍କ ପୁତ୍ର ଦ୍ବାରପାଳ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମଶେଲିମୀୟର ପୁତ୍ର ଜିଖରୀୟ ସମାଗମ-ତମ୍ଵୁର ଦ୍ଵାରପାଳ ।
Odia Bible ERV 2004 (ପବିତ୍ର ବାଇବଲ)
ପବିତ୍ର ତମ୍ବୁର ପ୍ରବେଶ ଦ୍ୱାରରେ ଜିଖରିୟ ମଶେଲିମିୟଙ୍କ ପୁତ୍ର ଦ୍ୱାରପାଳ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମଶେଲିମୀୟର ପୁତ୍ର ଜିଖରୀୟ ସମାଗମ-ତମ୍ବୁର ଦ୍ୱାରପାଳ।
Odia IRV 2017 (ଓଡିଆ ବାଇବେଲ)
ମଶେଲିମୀୟର ପୁତ୍ର ଜିଖରୀୟ ସମାଗମ-ତମ୍ବୁର ଦ୍ୱାରପାଳ।