1 Chronicles 9:28 — Compare Translations

5 translations compared side by side

Odia - 1840
"ମନ୍ଦିରର ସବୋକାର୍ୟ୍ଯ ରେ ବ୍ଯବହୃତ ହେଉଥିବା ପାତ୍ରମାନଙ୍କର ଯତ୍ନ ନବୋ କେତକେ ଦ୍ବାରପାଳଙ୍କର କାର୍ୟ୍ଯ ଥିଲା। ସମାନେେ ସହେି ପାତ୍ରଗୁଡ଼ିକୁ ନଇୟିବୋ ସମୟରେ ଗଣି ରଖୁଥିଲେ। ତାହା ପୁଣି, ସହେି ପାତ୍ର ଗୁଡିକୁ ନଇୟିବୋ ସମୟରେ ମଧ୍ଯ ଗଣି ରଖୁଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ସେମାନଙ୍କର କେତେକ ଲୋକ ସେବାର୍ଥକ ପାତ୍ରସବୁ ରକ୍ଷା କରିବାକୁ ନିଯୁକ୍ତ ଥିଲେ; କାରଣ ସେହି ପାତ୍ରସବୁ ସଂଖ୍ୟାନୁସାରେ ଭିତରକୁ ଅଣାଗଲା ଓ ବାହାରକୁ ନିଆଗଲା ।
Odia Bible ERV 2004 (ପବିତ୍ର ବାଇବଲ)
ମନ୍ଦିରର ସେବାକାର୍ଯ୍ୟରେ ବ୍ୟବହୃତ ହେଉଥିବା ପାତ୍ରମାନଙ୍କର ଯତ୍ନ ନେବା କେତେକ ଦ୍ୱାରପାଳଙ୍କର କାର୍ଯ୍ୟ ଥିଲା। ସେମାନେ ସେହି ପାତ୍ରଗୁଡ଼ିକୁ ନେଇଯିବା ସମୟରେ ଗଣି ରଖୁଥିଲେ। ତାହା ପୁଣି, ସେହି ପାତ୍ର ଗୁଡ଼ିକୁ ନେଇଯିବା ସମୟରେ ମଧ୍ୟ ଗଣି ରଖୁଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ସେମାନଙ୍କର କେତେକ ଲୋକ ସେବାର୍ଥକ ପାତ୍ରସବୁ ରକ୍ଷା କରିବାକୁ ନିଯୁକ୍ତ ଥିଲେ; କାରଣ ସେହି ପାତ୍ରସବୁ ସଂଖ୍ୟାନୁସାରେ ଭିତରକୁ ଅଣାଗଲା ଓ ବାହାରକୁ ନିଆଗଲା।
Odia IRV 2017 (ଓଡିଆ ବାଇବେଲ)
ଆଉ ସେମାନଙ୍କର କେତେକ ଲୋକ ସେବାର୍ଥକ ପାତ୍ରସବୁ ରକ୍ଷା କରିବାକୁ ନିଯୁକ୍ତ ଥିଲେ; କାରଣ ସେହି ପାତ୍ରସବୁ ସଂଖ୍ୟାନୁସାରେ ଭିତରକୁ ଅଣାଗଲା ଓ ବାହାରକୁ ନିଆଗଲା।