1 Chronicles 9:35 — Compare Translations
5 translations compared side by side
Odia - 1840
"ୟିଯଲେ ଗିବିଯୋନଙ୍କ ପତା ଥିଲେ। ୟିଯଲେ ଗିବିଯୋନ ସହର ରେ ବାସ କରୁଥିଲେ। ୟିଯଲଙ୍କେ ସ୍ତ୍ରୀଙ୍କ ନାମ ଥିଲା ମାଖା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଗିବୀୟୋନର ପିତା ଯୀୟେଲ୍ ଗିବୀୟୋନରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା;
Odia Bible ERV 2004 (ପବିତ୍ର ବାଇବଲ)
ରାଜା ଶାଉଲଙ୍କର ପାରିବାରିକ ଇତିହାସ ଯିୟେଲ ଗିବିୟୋନଙ୍କ ପିତା ଥିଲେ। ଯିୟେଲ ଗିବିୟୋନ ସହରରେ ବାସ କରୁଥିଲେ। ଯିୟେଲଙ୍କ ସ୍ତ୍ରୀଙ୍କ ନାମ ଥିଲା ମାଖା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଗିବୀୟୋନ୍ର ପିତା ଯିୟୀୟେଲ୍ ଗିବୀୟୋନ୍ରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା;
Odia IRV 2017 (ଓଡିଆ ବାଇବେଲ)
ଆଉ ଗିବୀୟୋନ୍ର ପିତା ଯିୟୀୟେଲ୍ ଗିବୀୟୋନ୍ରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା;