1 Corinthians 1:13 — Compare Translations

7 translations compared side by side

Odia - 1840
"ଖ୍ରୀଷ୍ଟଙ୍କୁ ଭାଗଭାଗ କରାଯାଇ ନ ପା ରେ। ପାଉଲ କ'ଣ ତୁମ୍ଭମାନଙ୍କ ପାଇଁ କୃଶ ଉପରେ ପ୍ରାଣ ତ୍ଯାଗ କରିଥିଲେ କି? ନା! ତୁମ୍ଭମାନେେ କ'ଣ ପାଉଲଙ୍କ ନାମ ରେ ବାପ୍ତିଜିତ ହାଇେଛି? ନା!"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଖ୍ରୀଷ୍ଟ କି ବିଭକ୍ତ ହୋଇଅଛନ୍ତି? ତୁମ୍ଭମାନଙ୍କ ନିମନ୍ତେ କି ପାଉଲ କ୍ରୁଶରେ ହତ ହୋଇଥିଲା? କିମ୍ଵା ତୁମ୍ଭେମାନେ କି ପାଉଲ ନାମରେ ବାପ୍ତିଜିତ ହୋଇଥିଲ?
Odia BSI (ପବିତ୍ର ବାଇବଲ (CL) NT (BSI))
ଖ୍ରୀଷ୍ଟ କ’ଣ ବିଭକ୍ତ ହୋଇଛନ୍ତି? ପାଉଲ କ’ଣ ତୁମ୍ଭମାନଙ୍କ ପାଇଁ କ୍ରୁଶରେ ହତ ହୋଇଥିଲେ? ତୁମ୍ଭେମାନେ କ’ଣ ପାଉଲଙ୍କ ଶିଷ୍ୟ ରୂପେ ଜଳଦୀକ୍ଷା ଗ୍ରହଣ କରିଥିଲ?
Odia Bible ERV 2004 (ପବିତ୍ର ବାଇବଲ)
ଖ୍ରୀଷ୍ଟଙ୍କୁ ଭାଗଭାଗ କରାଯାଇ ନ ପାରେ। ପାଉଲ କ’ଣ ତୁମ୍ଭମାନଙ୍କ ପାଇଁ କ୍ରୁଶ ଉପରେ ପ୍ରାଣତ୍ୟାଗ କରିଥିଲେ କି? ନା! ତୁମ୍ଭେମାନେ କ’ଣ ପାଉଲଙ୍କ ନାମରେ ବାପ୍ତିଜିତ ହୋଇଛି? ନା!
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଖ୍ରୀଷ୍ଟ କି ବିଭକ୍ତ ହୋଇଅଛନ୍ତି? ତୁମ୍ଭମାନଙ୍କ ନିମନ୍ତେ କି ପାଉଲ କ୍ରୁଶରେ ହତ ହୋଇଥିଲା? କିମ୍ବା ତୁମ୍ଭେମାନେ କି ପାଉଲ ନାମରେ ବାପ୍ତିଜିତ ହୋଇଥିଲ?
Odia IRV 2017 (ଓଡିଆ ବାଇବେଲ)
ଖ୍ରୀଷ୍ଟ କି ବିଭକ୍ତ ହୋଇଅଛନ୍ତି? ତୁମ୍ଭମାନଙ୍କ ନିମନ୍ତେ କି ପାଉଲ କ୍ରୁଶରେ ହତ ହୋଇଥିଲା? କିମ୍ବା ତୁମ୍ଭେମାନେ କି ପାଉଲ ନାମରେ ବାପ୍ତିଜିତ ହୋଇଥିଲ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕ್ರಿಸ್ತಾಚೆ ಕಾಯ್ ವಾಟೆ ಹೊಲ್ಲೆ ಹಾತ್ ಕಾಯ್? ನಾಹೊಲ್ಯಾರ್, ತುಮ್ಚ್ಯಾಸಾಟ್ನಿ ಮನುನ್ ಪಾವ್ಲುಕ್ ಕುರ್ಸಾರ್ ಮಾರಲ್ಲ್ಯಾನಿ ಕಾಯ್? ನಾಹೊಲ್ಯಾರ್ ಪಾವ್ಲುಚ್ಯಾ ನಾವಾನ್ ತುಮ್ಕಾ ಬಾಲ್ತಿಮ್ ದಿಲ್ಲೆ ಹಾಯ್ ಕಾಯ್?