1 Corinthians 1:25 — Compare Translations

7 translations compared side by side

Odia - 1840
"ଏପରିକି ପରମେଶ୍ବରଙ୍କ 'ମୂର୍ଖତା' ମନୁଷ୍ଯର ଜ୍ଞାନଠାରୁ ଅଧିକ ଶକ୍ତିୟୁକ୍ତ। ସହେିପରି ପରମେଶ୍ବରଙ୍କ ଦୁର୍ବଳତା ମନୁଷ୍ଯର ଶକ୍ତିଠାରୁ ଅଧିକ ଶକ୍ତିୟୁକ୍ତ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଣୁ ଈଶ୍ଵରଙ୍କ ମୂର୍ଖ ବିଷୟ ମନୁଷ୍ୟର ଜ୍ଞାନ ଅପେକ୍ଷା ଅଧିକ ଜ୍ଞାନପୂର୍ଣ୍ଣ, ଆଉ ଈଶ୍ଵରଙ୍କ ଦୁର୍ବଳ ବିଷୟ ମନୁଷ୍ୟର ବଳ ଅପେକ୍ଷା ଅଧିକ ବଳବାନ ।
Odia BSI (ପବିତ୍ର ବାଇବଲ (CL) NT (BSI))
କାରଣ ଯାହା ଈଶ୍ୱରଙ୍କ ମୂର୍ଖତା ବୋଲି ମନେହୁଏ, ତାହା ମନୁଷ୍ୟ ଜ୍ଞାନଠାରୁ ଉକ୍ରୃଷ୍ଟତର। ପୁଣି ଯାହା ଈଶ୍ୱରଙ୍କ ଦୁର୍ବଳତା ବୋଲି ମନେହୁଏ, ତାହା ମନୁଷ୍ୟର ବଳଠାରୁ ଅଧିକ ଶକ୍ତିଶାଳୀ।
Odia Bible ERV 2004 (ପବିତ୍ର ବାଇବଲ)
ଏପରିକି ପରମେଶ୍ୱରଙ୍କ ‘ମୂର୍ଖତା’ ମନୁଷ୍ୟର ଜ୍ଞାନଠାରୁ ଅଧିକ ଶକ୍ତିଯୁକ୍ତ। ସେହିପରି ପରମେଶ୍ୱରଙ୍କ ଦୁର୍ବଳତା ମନୁଷ୍ୟର ଶକ୍ତିଠାରୁ ଅଧିକ ଶକ୍ତିଯୁକ୍ତ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଣୁ ଈଶ୍ବରଙ୍କ ମୂର୍ଖ ବିଷୟ ମନୁଷ୍ୟର ଜ୍ଞାନ ଅପେକ୍ଷା ଅଧିକ ଜ୍ଞାନପୂର୍ଣ୍ଣ, ଆଉ ଈଶ୍ବରଙ୍କ ଦୁର୍ବଳ ବିଷୟ ମନୁଷ୍ୟର ବଳ ଅପେକ୍ଷା ଅଧିକ ବଳବାନ।
Odia IRV 2017 (ଓଡିଆ ବାଇବେଲ)
ଯେଣୁ ଈଶ୍ୱରଙ୍କ ମୂର୍ଖ ବିଷୟ ମନୁଷ୍ୟର ଜ୍ଞାନ ଅପେକ୍ଷା ଅଧିକ ଜ୍ଞାନପୂର୍ଣ୍ଣ, ଆଉ ଈଶ୍ୱରଙ୍କ ଦୁର୍ବଳ ବିଷୟ ମନୁଷ୍ୟର ବଳ ଅପେକ୍ଷା ଅଧିକ ବଳବାନ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಶ್ಯಾಕ್ ಮಟ್ಲ್ಯಾರ್, ದೆವಾಚೆ ಪಿಶೆಪಾನ್ ಮಾನ್ಸಾಚ್ಯಾ ಶಾನ್ಪಾನಾನ್ ಬಿ ಶಾನೆ ಅನಿ ದೆವಾಚಿ ತಾಕತ್ ಕಮಿ ಮನ್ತಲೆ ಮಾನ್ಸಾಚ್ಯಾ ತಾಕ್ತಿಚ್ಯಾನ್ಕಿ ಜಾಸ್ತಿ ಘಟ್ಮುಟ್.