1 Corinthians 11:12 — Compare Translations
7 translations compared side by side
Odia - 1840
"କାରଣ, ଯେପରି ପୁରୁଷ ଠାରୁ ସ୍ତ୍ରୀ ଆସିଛି, ସହେିପରି ସ୍ତ୍ରୀଠାରୁ ପୁରୁଷ ଜନ୍ମ ଗ୍ରହଣ କରିଛି। ପ୍ରକୃତ ରେ ପ୍ରେତ୍ୟକକ ବିଷୟ ପରମେଶ୍ବରଙ୍କ ଠାରୁ ଆସିଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁରୁଷ ମଧ୍ୟ ସେହିପରି ସ୍ତ୍ରୀ ଦ୍ଵାରା ଉତ୍ପନ୍ନ; କିନ୍ତୁ ସମସ୍ତ ବିଷୟ ଈଶ୍ଵରଙ୍କଠାରୁ ଉତ୍ପନ୍ନ ।
Odia BSI (ପବିତ୍ର ବାଇବଲ (CL) NT (BSI))
କାରଣ ନାରୀ, ପୁରୁଷଠାରୁ ଉତ୍ପନ୍ନ, ସେହି ନାରୀ, ପୁରୁଷର ଜନ୍ମଦାତ୍ରୀ ଏବଂ ସମସ୍ତଙ୍କର ସୃଷ୍ଟିକର୍ତ୍ତା ଈଶ୍ୱର।
Odia Bible ERV 2004 (ପବିତ୍ର ବାଇବଲ)
କାରଣ, ଯେପରି ପୁରୁଷଠାରୁ ସ୍ତ୍ରୀ ଆସିଛି, ସେହିପରି ସ୍ତ୍ରୀଠାରୁ ପୁରୁଷ ଜନ୍ମ ଗ୍ରହଣ କରିଛି। ପ୍ରକୃତରେ ପ୍ରତ୍ୟେକ ବିଷୟ ପରମେଶ୍ୱରଙ୍କଠାରୁ ଆସିଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁରୁଷ ମଧ୍ୟ ସେହିପରି ସ୍ତ୍ରୀ ଦ୍ୱାରା ଉତ୍ପନ୍ନ କିନ୍ତୁ ସମସ୍ତ ବିଷୟ ଈଶ୍ବରଙ୍କଠାରୁ ଉତ୍ପନ୍ନ।
Odia IRV 2017 (ଓଡିଆ ବାଇବେଲ)
ପୁରୁଷ ମଧ୍ୟ ସେହିପରି ସ୍ତ୍ରୀ ଦ୍ୱାରା ଉତ୍ପନ୍ନ କିନ୍ତୁ ସମସ୍ତ ବିଷୟ ଈଶ୍ୱରଙ୍କଠାରୁ ଉତ୍ପନ୍ନ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಶೆ ಬಾಯ್ಕೊಮನುಸ್ ಘೊವ್ಮನ್ಸಾ ವೈನಾ ಯೆಲ್ಲಿ, ತಸೆಚ್ ಘೊವ್ಮಾನುಸ್ ಬಾಯ್ಕೊಮಾನ್ಸಿಚ್ಯಾ ವೈನಾ ಜಲಮ್ತಾ. ಖರೆ ಸಗ್ಳೆ ದೆವಾಕ್ನಾ ಯೆತಾ,