1 Corinthians 12:17 — Compare Translations

7 translations compared side by side

Odia - 1840
"ସମ୍ପର୍ଣ୍ଣ ଶରୀର ଗୋଟିଏ ଆଖି ଦଇେଥାନ୍ତା, ତବେେ ସେ ଶରୀର ଶୁଣିପାରନ୍ତା କିପରି? ଯଦି ସମ୍ପର୍ଣ୍ଣ ଶରୀରଟି ଗୋଟିଏ କାନ ହାଇେଥାଆନ୍ତା ତା' ହେଲେ ଶରୀର ଶୁଙ୍ଘିବା ପାଇଁ ସମର୍ଥ ହୁଅନ୍ତା କିପରି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସମସ୍ତ ଶରୀର ଯଦି ଚକ୍ଷୁ ହୁଏ, ତେବେ ଶ୍ରବଣ କେଉଁଠାରେ? ସମସ୍ତ ଶରୀର ଯଦି କର୍ଣ୍ଣ ହୁଏ, ତେବେ ଆଘ୍ରାଣ କେଉଁଠାରେ?
Odia BSI (ପବିତ୍ର ବାଇବଲ (CL) NT (BSI))
ସମସ୍ତ ଶରୀର ଯଦି କେବଳ ଆଖି ହୁଏ, ତେବେ ଶୁଣାଯିବ କିପରି? ପୁଣି ତାହା ଯଦି କେବଳ କାନ ହୁଏ, ତେବେ ଆଘ୍ରାଣ କରାଯିବ କିପରି?
Odia Bible ERV 2004 (ପବିତ୍ର ବାଇବଲ)
ସମ୍ପୂର୍ଣ୍ଣ ଶରୀର ଗୋଟିଏ ଆଖି ଦେଇଥା’ନ୍ତା, ତେବେ ସେ ଶରୀର ଶୁଣିପାରନ୍ତା କିପରି? ଯଦି ସମ୍ପୂର୍ଣ୍ଣ ଶରୀରଟି ଗୋଟିଏ କାନ ହୋଇଥା’ନ୍ତା ତା’ହେଲେ ଶରୀର ଶୁଙ୍ଘିବା ପାଇଁ ସମର୍ଥ ହୁଅନ୍ତା କିପରି?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସମସ୍ତ ଶରୀର ଯଦି ଚକ୍ଷୁ ହୁଏ, ତେବେ ଶ୍ରବଣ କେଉଁଠାରେ? ସମସ୍ତ ଶରୀର ଯଦି କର୍ଣ୍ଣ ହୁଏ, ତେବେ ଶୁଂଘିବା କେଉଁଠାରେ?
Odia IRV 2017 (ଓଡିଆ ବାଇବେଲ)
ସମସ୍ତ ଶରୀର ଯଦି ଚକ୍ଷୁ ହୁଏ, ତେବେ ଶ୍ରବଣ କେଉଁଠାରେ? ସମସ୍ତ ଶରୀର ଯଦି କର୍ଣ୍ଣ ହୁଏ, ତେବେ ଶୁଘିଂବା କେଉଁଠାରେ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಗ್ಳೆ ಆಂಗ್ ಡೊಳೆಚ್ ಹೊಲ್ಲೊ ರ್‍ಹಾಲ್ಯಾರ್ ಆಯಿಕ್ತಲಿ ತಾಕತ್ ಖೈ ರ್‍ಹಾಯ್ ಹೊತ್ತಿ? ತಸೆಚ್ ಸಗ್ಳೆ ಆಂಗ್ ಕಾನುಚ್ ಹೊವ್ನ್ ರ್‍ಹಾಲ್ಯಾರ್ ವಾಸ್ ಘೆತಲಿ ತಾಕತ್ ಖೈ ರ್‍ಹಾಯ್ ಹೊತ್ತಿ?