1 Corinthians 12:24 — Compare Translations
7 translations compared side by side
Odia - 1840
"ଆମ୍ଭ ଶରୀରର ସୁନ୍ଦର ଅଙ୍ଗଗୁଡ଼ିକ ପ୍ରତି ଧ୍ଯାନ ଦବୋ ଆବଶ୍ଯକ ହାଇେ ନ ଥାଏ। କିନ୍ତୁ ପରମେଶ୍ବର ଅଦରକାରୀ ଅଙ୍ଗଗୁଡ଼ିକ ଅଧିକ ସମ୍ମାନ ଦଇେ ଶରୀରକୁ ଗଠନ କରିଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଆମ୍ଭମାନଙ୍କର ସୁନ୍ଦର ଅଙ୍ଗଗୁଡ଼ିକର ଶୋଭାଯୁକ୍ତ ହେବା ପ୍ରୟୋଜନ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଅଥଚ ଶରୀରର ସୁନ୍ଦର ଅଙ୍ଗପ୍ରତ୍ୟଙ୍ଗ ପ୍ରତି ଆମେ ସେତେ ମନୋଯୋଗୀ ହୋଇ ନ ଥାଉ। ଈଶ୍ୱର ନିଜେ ଶରୀରକୁ ଏପରି ଭାବରେ ଗଠନ କରିଛନ୍ତି ଯେ, ଯେଉଁ ଅଙ୍ଗଗୁଡ଼ିକର ଯତ୍ନ ଆବଶ୍ୟକ, ବାସ୍ତବିକ୍ ସେଗୁଡ଼ିକ ଅଧିକ ସମାଦୃତ।
Odia Bible ERV 2004 (ପବିତ୍ର ବାଇବଲ)
ଆମ୍ଭ ଶରୀରର ସୁନ୍ଦର ଅଙ୍ଗଗୁଡ଼ିକ ପ୍ରତି ଧ୍ୟାନ ଦେବା ଆବଶ୍ୟକ ହୋଇ ନ ଥାଏ। କିନ୍ତୁ ପରମେଶ୍ୱର ଅଦରକାରୀ ଅଙ୍ଗଗୁଡ଼ିକ ଅଧିକ ସମ୍ମାନ ଦେଇ ଶରୀରକୁ ଗଠନ କରିଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଆମ୍ଭମାନଙ୍କର ସୁନ୍ଦର ଅଙ୍ଗଗୁଡ଼ିକର ଶୋଭାଯୁକ୍ତ ହେବା ପ୍ରୟୋଜନ ନାହିଁ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଆମ୍ଭମାନଙ୍କର ସୁନ୍ଦର ଅଙ୍ଗଗୁଡ଼ିକର ଶୋଭାଯୁକ୍ତ ହେବା ପ୍ରୟୋଜନ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಬರೆ ದಿಸ್ತಲ್ಯಾ ಭಾಗಾಕ್ನಿ ನೆಸ್ವುತಲಿ ಗರಜ್ ನಾ. ಖರೆ ದೆವಾನ್ ಕಮಿಚ್ಯಾ ಅಂಗಾಕ್ ಮಾನ್ ದಿ ಸಾರ್ಕೆ ಕರುನ್ ನಿಪ್ವುನ್ ಥವ್ಲಾ.