1 Corinthians 13:11 — Compare Translations

7 translations compared side by side

Odia - 1840
"ମୁଁ ଯେତବେେଳେ ଶିଖୁଥିଲି, ମୁଁ ଶିଶୁ ପରି କହୁଥିଲି, ମୁଁ ଶିଶୁ ପରି ବିଚାର କରୁଥିଲି, ମୁଁ ଶିଶୁ ପରି ଯୋଜନା କରୁଥିଲି। ଯେତବେେଳେ ମୁଁ ବୟସ୍କ ହଲିେ, ମୁଁ ସହେି ଶିଶୁ ବଳରେ କଥାଗୁଡ଼ିକୁ ଛାଡ଼ି ଦଲେି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଶିଶୁ ଥିବା ସମୟରେ ମୁଁ ଶିଶୁ ପରି କଥା କହୁଥିଲି, ଶିଶୁ ପରି ଭାବୁଥିଲି, ଶିଶୁ ପରି ବିଚାର କରୁଥିଲି; ବୟସପ୍ରାପ୍ତ ହୁଅନ୍ତେ ମୁଁ ଶିଶୁର ବିଷୟସବୁ ପରିତ୍ୟାଗ କଲି ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୁଁ ଶିଶୁ ଥିଲାବେଳେ ମୋର କଥାବାର୍ତ୍ତା, ଅନୁଭୂତି ଓ ଚିନ୍ତାଧାରା ଶିଶୁସୁଲଭ ଥିଲା। କିନ୍ତୁ ବୟଃପ୍ରାପ୍ତ ହେଲା ପରେ ବର୍ତ୍ତମାନ ମୁଁ ଆଉ ଶିଶୁ ପରି ଆଚରଣ କରୁ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ଯେତେବେଳେ ଶିଶୁଥିଲି, ମୁଁ ଶିଶୁ ପରି କହୁଥିଲି, ମୁଁ ଶିଶୁ ପରି ବିଗ୍ଭର କରୁଥିଲି, ମୁଁ ଶିଶୁ ପରି ଯୋଜନା କରୁଥିଲି। ଯେତେବେଳେ ମୁଁ ବୟସ୍କ ହେଲି, ମୁଁ ସେହି ଶିଶୁ ବେଳର କଥାଗୁଡ଼ିକୁ ଛାଡ଼ି ଦେଲି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଶିଶୁ ଥିବା ସମୟରେ ମୁଁ ଶିଶୁ ପରି କଥା କହୁଥିଲି, ଶିଶୁ ପରି ଭାବୁଥିଲି, ଶିଶୁ ପରି ବିଚାର କରୁଥିଲି; ବୟସପ୍ରାପ୍ତ ହୁଅନ୍ତେ ମୁଁ ଶିଶୁର ବିଷୟସବୁ ପରିତ୍ୟାଗ କଲି।
Odia IRV 2017 (ଓଡିଆ ବାଇବେଲ)
ଶିଶୁ ଥିବା ସମୟରେ ମୁଁ ଶିଶୁ ପରି କଥା କହୁଥିଲି, ଶିଶୁ ପରି ଭାବୁଥିଲି, ଶିଶୁ ପରି ବିଚାର କରୁଥିଲି; ବୟସପ୍ରାପ୍ତ ହୁଅନ୍ତେ ମୁଁ ଶିଶୁର ବିଷୟସବୁ ପରିତ୍ୟାଗ କଲି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ಬಾರಿಕ್ ಹೊತ್ತೊ ತನ್ನಾ ಬಾರ್‍ಕ್ಯಾ ಪೊರಾ ಸಾರ್ಕೆ ಬೊಲಿ, ಬಾರಿಕ್ ಪೊರಾ ಸಾರ್ಕೆ ಕಳ್ವುನ್ ಘೆಯ್ ಅನಿ ಬಾರಿಕ್ ಪೊರಾ ಸಾರ್ಕೆ ಚಿಂತಿ. ಅತ್ತಾ ಜಾನ್ತೊ ಹೊಲ್ಲ್ಯಾ ತನ್ನಾ ಬಾರಿಕ್ ಪೊರಾಚಿ ಸಗ್ಳಿ ಚಲ್ನುಕ್ ಮಿಯಾ ಸೊಡುನ್ ಸೊಡ್ಲಾ.