1 Corinthians 14:10 — Compare Translations

7 translations compared side by side

Odia - 1840
"ଏହା ସତ୍ଯ ଯେ, ସଂସାର ରେ ଅନକେ ପ୍ରକାରର ଭାଷା ଅଛି ଓ ସେ ସବୁଗୁଡ଼ିକ ଅର୍ଥପୂର୍ଣ୍ଣ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଜଗତରେ ହୋଇପାରେ ଅନେକ ପ୍ରକାର ଶଦ୍ଦ ଅଛି, ପୁଣି କୌଣସି ଶଦ୍ଦ ଅର୍ଥଶୂନ୍ୟ ନୁହେଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଜଗତରେ ଅନେକ ଭାଷା ଅଛି, କିନ୍ତୁ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ଅର୍ଥଶୂନ୍ୟ ନୁହେଁ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ସତ୍ୟ ଯେ, ସଂସାରରେ ଅନେକ ପ୍ରକାରର ଭାଷା ଅଛି ଓ ସେ ସବୁଗୁଡ଼ିକ ଅର୍ଥପୂର୍ଣ୍ଣ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଜଗତରେ ହୋଇପାରେ ଅନେକ ପ୍ରକାର ଶବ୍ଦ ଅଛି, ପୁଣି କୌଣସି ଶବ୍ଦ ଅର୍ଥଶୂନ୍ୟ ନୁହେଁ।
Odia IRV 2017 (ଓଡିଆ ବାଇବେଲ)
ଜଗତରେ ହୋଇ ପାରେ ଅନେକ ପ୍ରକାର ଶବ୍ଦ ଅଛି, ପୁଣି, କୌଣସି ଶବ୍ଦ ଅର୍ଥଶୂନ୍ୟ ନୁହେଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜಗಾತ್ ಕವ್ಡ್ಯಾಕಿ ಥರಾಚಿ ಬಾಶಾ ಹಾತ್, ತ್ಯಾತುರ್ಲ್ಯಾ ಎಕ್ ಬಾಶೆಕ್‌ಬಿ ಅರ್ಥ್ ನಾ ಮನುನ್ ಕಾಯ್ ನಾ.