1 Corinthians 14:11 — Compare Translations

7 translations compared side by side

Odia - 1840
"ଅତଏବ, ଯଦି ଜଣକର କଥା ଶୁଣି ତାହା ବୁଝି ନ ପା ରେ ତା' ହେଲେ ସହେି କଥା ମାେତେ ଅଦ୍ଭୁତ ମନେ ହବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ମୁଁ ଯଦି ସେହି ଶଦ୍ଦର ଅର୍ଥ ନ ବୁଝେ, ତେବେ ଯେ କହେ, ମୁଁ ତାହା ପ୍ରତି ବର୍ବର ପରି ହେବି, ଆଉ ସେ ମୋʼ ନିକଟରେ ବର୍ବର ପରି ହେବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯଦି ମୋ’ ସହିତ କଥାବାର୍ତ୍ତା ହେଉଥିବା ବ୍ୟକ୍ତିର ଭାଷା ମୁଁ ବୁଝିପାରେ ନାହିଁ, ତେବେ ସେହି ବ୍ୟକ୍ତି ମୋ’ ନିକଟରେ ଅଚିହ୍ନା ଲୋକ ପରି ହେବ, ମୁଁ ମଧ୍ୟ ତାଙ୍କ ନିକଟରେ ଅଚିହ୍ନା ଲୋକ ପରି ହେବି।
Odia Bible ERV 2004 (ପବିତ୍ର ବାଇବଲ)
ଅତଏବ, ଯଦି ଜଣକର କଥା ଶୁଣି ତାହା ବୁଝି ନ ପାରେ ତା’ହେଲେ ସେହି କଥା ମୋତେ ଅ‌ଦ୍‌ଭୂତ ମନେ ହେବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ମୁଁ ଯଦି ସେହି ଶବ୍ଦର ଅର୍ଥ ନ ବୁଝେ, ତେବେ ଯେ କହେ, ମୁଁ ତାହା ପ୍ରତି ବର୍ବର ପରି ହେବି, ଆଉ ସେ ମୋʼ ନିକଟରେ ବିଦେଶୀୟ ପରି ହେବ।
Odia IRV 2017 (ଓଡିଆ ବାଇବେଲ)
ଏଣୁ ମୁଁ ଯଦି ସେହି ଶବ୍ଦର ଅର୍ଥ ନ ବୁଝେ, ତେବେ ଯେ କହେ, ମୁଁ ତାହା ପ୍ରତି ବିଦେଶୀୟ ପରି ହେବି, ଆଉ ସେ ମୋ' ନିକଟରେ ବିଦେଶୀୟ ପରି ହେବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಬಾಶೆಚೊ ಅರ್ತ್ ಮಾಕಾ ಗೊತ್ತ್ ನಸ್ಲ್ಯಾರ್, ಮಾಜೆಕ್ಡೆ ಬೊಲ್ತಲ್ಯಾಕ್ ಮಿಯಾ ಎಕ್ ವಳಕ್ ನಸಲ್ಲೊ ಸಾರ್ಕೆ ಹೊತಾ, ಅನಿ ತೊ ಬಿ ಮಾಕಾ ವಳಕ್ ನಸಲ್ಲೊ ಹೊತಾ.