1 Corinthians 14:17 — Compare Translations
7 translations compared side by side
Odia - 1840
"ତୁମ୍ଭମାନେେ ପରମେଶ୍ବରଙ୍କୁ ପ୍ରକୃତ ରେ ଭଲ ଭାବରେ ଧନ୍ଯବାଦ ଜଣାଉଛ, କିନ୍ତୁ ତା'ଦ୍ବାରା ଅନ୍ୟ ଲୋକ ଆଧ୍ଯାତ୍ମିକ ଲାଭ ପାଉ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଣୁ ତୁମ୍ଭେ ଉତ୍ତମ ରୂପେ ଧନ୍ୟବାଦ ଦେଉଅଛ ସତ, କିନ୍ତୁ ସେହି ଅନ୍ୟ ଜଣର ନିଷ୍ଠା ହୁଏ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମେ ଉତ୍ତମ ଭାବରେ ଈଶ୍ୱରଙ୍କୁ କୃତଜ୍ଞତା ଜଣାଉଥିଲେ ସୁଦ୍ଧା, ତାହା ଦ୍ୱାରା ସେହି ଲୋକଟି କୌଣସି ପ୍ରକାରେ ଉପକୃତ ହୋଇ ପାରିବ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେମାନେ ପରମେଶ୍ୱରଙ୍କୁ ପ୍ରକୃତରେ ଭଲ ଭାବରେ ଧନ୍ୟବାଦ ଜଣାଉଛ, କିନ୍ତୁ ତା’ଦ୍ୱାରା ଅନ୍ୟ ଲୋକ ଆଧ୍ୟାତ୍ମିକ ଲାଭ ପାଉ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଣୁ ତୁମ୍ଭେ ଉତ୍ତମ ରୂପେ ଧନ୍ୟବାଦ ଦେଉଅଛ ସତ, କିନ୍ତୁ ସେହି ଅନ୍ୟ ଜଣର ଉନ୍ନତି ହୁଏ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଯେଣୁ ତୁମ୍ଭେ ଉତ୍ତମ ରୂପେ ଧନ୍ୟବାଦ ଦେଉଅଛ ସତ, କିନ୍ତୁ ସେହି ଅନ୍ୟ ଜଣର ଉନ୍ନତି ହୁଏ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಿಯಾ ಕರ್ತಲೆ ಧನ್ಯವಾದ್ ಸ್ತುತಿಚಿ ಮಾಗ್ನೆ ಥೈ ಬರಿ ಹೊಲೆ ಖರೆ ತಿ ಅನಿ ಎಕಾಮೆಕಾಚ್ಯಾ ಫಾಯ್ದ್ಯಾಕ್ ಪಡಿನಾ.