1 Corinthians 14:27 — Compare Translations

7 translations compared side by side

Odia - 1840
"ଯଦି କିଏ ଅନ୍ୟ ଭାଷା ରେ କହୁଛି, ତା' ହେଲେ ମାତ୍ର ଦୁଇ ବା ତିନିଜଣ ଲୋକ ଏପରି କହିବା ଉଚିତ ଓ ଅନ୍ୟଜଣେ ସମାନେେ ଯାହାସବୁ କ ହେ ତାର ଅନୁବାଦ କରିବା ଉଚିତ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯଦି କେହି ପରଭାଷାରେ କଥା କହେ, ତେବେ ଦୁଇ ଅବା ଅଧିକ ହେଲେ ତିନି ଜଣ ପାଳି ଅନୁସାରେ କହନ୍ତୁ, ଆଉ ଜଣେ ଅର୍ଥ କରୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯଦି କେତେକ ଅଲୌକିକ ଭାଷାରେ କହିବା ପାଇଁ ଚାହାନ୍ତି, ତେବେ ଜଣକ ପରେ ଜଣେ ଏହିପରି ଦୁଇ ବା ଅତି ବେଶୀ ହେଲେ, ତିନି ଜଣ କୁହନ୍ତୁ ଏବଂ କେହି ଜଣେ ନିଶ୍ଚୟ ତା’ର ଅର୍ଥ ବୁଝାଇ ଦେଉ।
Odia Bible ERV 2004 (ପବିତ୍ର ବାଇବଲ)
ଯଦି କିଏ ଅନ୍ୟ ଭାଷାରେ କହୁଛି, ତା’ହେଲେ ମାତ୍ର ଦୁଇ ବା ତିନି ଜଣ ଲୋକ ଏପରି କହିବା ଉଚିତ୍ ଓ ଅନ୍ୟଜଣେ ସେମାନେ ଯାହାସବୁ କହେ ତା’ର ଅନୁବାଦ କରିବା ଉଚିତ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯଦି କେହି ପରଭାଷାରେ କଥା କହେ, ତେବେ ଦୁଇ ଅବା ଅଧିକ ହେଲେ ତିନି ଜଣ ପାଳି ଅନୁସାରେ କହନ୍ତୁ, ଆଉ ଜଣେ ଅର୍ଥ କରୁ।
Odia IRV 2017 (ଓଡିଆ ବାଇବେଲ)
ଯଦି କେହି ପରଭାଷାରେ କଥା କହେ, ତେବେ ଦୁଇ ଅବା ଅଧିକ ହେଲେ ତିନି ଜଣ ପାଳି ଅନୁସାରେ କହନ୍ତୁ, ଆଉ ଜଣେ ଅର୍ଥ କରୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕೊನ್‍ಬಿ ವಿಚಿತ್ರ್ ಬಾಶಾನಿ ಬೊಲುಕ್ ಬಗ್ತಾ ಜಾಲ್ಯಾರ್ ದೊಗಾ ನಾ ಹೊಲ್ಯಾರ್ ಲೈ ಲೈ ಮಟ್ಲ್ಯಾರ್ ತಿಗ್ ಜಾನಾ ಬೊಲುಂದಿತ್; ತೆಬಿ ಪಾಳಿ ಲಾವ್ನ್ ಅನಿ ದುಸ್ರೊ ಎಕ್ಲೊ ತೆಚೊ ಅರ್ಥ್ ಸಾಂಗುಂದಿತ್.