1 Corinthians 14:28 — Compare Translations
7 translations compared side by side
Odia - 1840
"କିନ୍ତୁ ଯଦି ଜଣେ ଅନୁବାଦକାରୀ ନାହାଁନ୍ତି, ତା' ହେଲେ ଯେଉଁମାନେ ଅନ୍ୟ ଭାଷା ରେ କହିବା ପାଇଁ ଇଚ୍ଛା କରନ୍ତି, ସମାନେେ ମଣ୍ଡଳୀ ସଭା ରେ ଚୁପ୍ ରହିବା ଉଚିତ୍। ସେ କବଳେ ନିରୋଳା ରେ ପରମେଶ୍ବରଙ୍କ ସହିତ କଥା କହିବା ଉଚିତ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଯଦି କୌଣସି ଅର୍ଥକାରକ ନ ଥାଏ, ତାହାହେଲେ ସେ ମଣ୍ତଳୀରେ ନୀରବ ରହୁ ଓ ନିରୋଳାରେ ଈଶ୍ଵରଙ୍କୁ କହୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଅର୍ଥ ବ୍ୟାଖ୍ୟା କରିବାକୁ କେହି ନ ଥିଲେ, ଅଲୌକିକ ଭାଷାରେ କଥା କହିବାକୁ ଚାହୁଁଥିବା ବ୍ୟକ୍ତି ଉପାସନାରେ ନୀରବ ରହୁ। ସେ କେବଳ ମନେ ମନେ ଈଶ୍ୱରଙ୍କ ସହିତ ସେହିପରି କଥା କହୁ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଯଦି ଜଣେ ଅନୁବାଦକାରୀ ନାହାନ୍ତି, ତା’ହେଲେ ଯେଉଁମାନେ ଅନ୍ୟ ଭାଷାରେ କହିବା ପାଇଁ ଇଚ୍ଛା କରନ୍ତି, ସେମାନେ ମଣ୍ଡଳୀ ସଭାରେ ଚୁପ୍ ରହିବା ଉଚିତ୍। ସେ କେବଳ ନିରୋଳାରେ ପରମେଶ୍ୱରଙ୍କ ସହିତ କଥା କହିବା ଉଚିତ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଯଦି କୌଣସି ଅର୍ଥକାରକ ନ ଥାଏ, ତାହାହେଲେ ସେ ମଣ୍ଡଳୀରେ ନୀରବ ରହୁ ଓ ନିରୋଳାରେ ଈଶ୍ବରଙ୍କୁ କହୁ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଯଦି କୌଣସି ଅର୍ଥକାରକ ନ ଥାଏ, ତାହାହେଲେ ସେ ମଣ୍ଡଳୀରେ ନୀରବ ରହୁ ଓ ନିରୋଳାରେ ଈଶ୍ୱରଙ୍କୁ କହୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಅರ್ಥ್ ಸಾಂಗ್ತಲೊ ನಸ್ಲ್ಯಾರ್ ವಿಚಿತ್ರ್ ಬಾಶಾಂಚೆ ವರು ಹೊತ್ತೊ ದೆವಾಚ್ಯಾ ಲೊಕಾಂಚ್ಯಾ ತಾಂಡ್ಯಾತ್ ಗಪ್ಪ್ ರ್ಹಾವ್ಚೊ. ಅಪ್ನಾಚ್ಯಾ ಎವ್ಡ್ಯಾಕ್ ನಾ ಹೊಲ್ಯಾರ್ ದೆವಾಕ್ಡೆ ಜಾಲ್ಯಾರ್ ತೆನಿ ಬೊಲುಕ್ ಹೊತಾ.