1 Corinthians 15:16 — Compare Translations
7 translations compared side by side
Odia - 1840
"ଯଦି ମୃତମାନେ ଉଥିତ ହୁଅନ୍ତି ନାହିଁ, ତା' ହେଲେ ଯୀଶୁଖ୍ରୀଷ୍ଟ ମଧ୍ଯ ଉଥିତ ହାଇେ ନାହାଁନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଣୁ ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ ଖ୍ରୀଷ୍ଟ ମଧ୍ୟ ଉତ୍ଥିତ ହୋଇ ନାହାନ୍ତି;
Odia BSI (ପବିତ୍ର ବାଇବଲ (CL) NT (BSI))
ମୃତମାନେ ପୁନରୁତ୍ଥିତ ହୋଇ ନ ପାରିଲେ, ଖ୍ରୀଷ୍ଟ କିପରି ପୁନରୁତ୍ଥିତ ହୁଅନ୍ତେ?
Odia Bible ERV 2004 (ପବିତ୍ର ବାଇବଲ)
ଯଦି ମୃତମାନେ ଉତ୍ଥିତ ହୁଅନ୍ତି ନାହିଁ, ତା’ହେଲେ ଯୀଶୁ ଖ୍ରୀଷ୍ଟ ମଧ୍ୟ ଉତ୍ଥିତ ହୋଇ ନାହାନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଣୁ ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ ଖ୍ରୀଷ୍ଟ ମଧ୍ୟ ଉତ୍ଥିତ ହୋଇ ନାହାନ୍ତି;
Odia IRV 2017 (ଓଡିଆ ବାଇବେଲ)
ଯେଣୁ ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ ଖ୍ରୀଷ୍ଟ ମଧ୍ୟ ଉତ୍ଥିତ ହୋଇ ନାହାଁନ୍ତି;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಶ್ಯಾಕ್ ಮಟ್ಲ್ಯಾರ್ ಮರಲ್ಲಿ ಲೊಕಾ ಝಿತ್ತಿ ಹೊಯ್ನಾತ್ ಮಟ್ಲ್ಯಾರ್ ಕ್ರಿಸ್ತ್ ಬಿ ಮರಲ್ಲ್ಯಾತ್ಲೊ ಝಿತ್ತೊ ಹೊವ್ನ್ ಉಟುಕ್ನಾ,