1 Corinthians 15:19 — Compare Translations
7 translations compared side by side
Odia - 1840
"ଯଦି ଖ୍ରୀଷ୍ଟଙ୍କଠା ରେ ଆମ୍ଭର ଭରସା କବଳେ ଏହି ସଂସାରର ଜୀବନ ପାଇଁ, ତା' ହେଲେ ଅନ୍ୟ ସମସ୍ତ ଲୋକଙ୍କ ତୁଳନା ରେ ଆମ୍ଭେ ଅଧିକ ହତଭାଗ୍ଯ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯଦି କେବଳ ଏହି ଜୀବନ ନିମନ୍ତେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଭରସା ରଖିଅଛୁ, ତେବେ ସମସ୍ତ ମନୁଷ୍ୟଙ୍କଠାରୁ ଆମ୍ଭେମାନେ ଦୁର୍ଭାଗ୍ୟ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯଦି ଖ୍ରୀଷ୍ଟଙ୍କଠାରେ ଆମର ଭରସା କେବଳ ଏ ଜୀବନ ପାଇଁ ଉଦ୍ଦିଷ୍ଟ, ତେବେ ଅନ୍ୟ ସମସ୍ତଙ୍କଠାରୁ ଆମର ଅବସ୍ଥା ଅଧିକ ଦୟନୀୟ।
Odia Bible ERV 2004 (ପବିତ୍ର ବାଇବଲ)
ଯଦି ଖ୍ରୀଷ୍ଟଙ୍କଠାରେ ଆମ୍ଭର ଭରସା କେବଳ ଏହି ସଂସାରର ଜୀବନ ପାଇଁ, ତା’ହେଲେ ଅନ୍ୟ ସମସ୍ତ ଲୋକଙ୍କ ତୁଳନାରେ ଆମ୍ଭେ ଅଧିକ ହତଭାଗ୍ୟ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯଦି କେବଳ ଏହି ଜୀବନ ନିମନ୍ତେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଭରସା ରଖିଅଛୁ, ତେବେ ସମସ୍ତ ମନୁଷ୍ୟଙ୍କଠାରୁ ଆମ୍ଭେମାନେ ଦୟନୀୟ ଅଟୁ।
Odia IRV 2017 (ଓଡିଆ ବାଇବେଲ)
ଯଦି କେବଳ ଏହି ଜୀବନ ନିମନ୍ତେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଭରସା ରଖିଅଛୁ, ତେବେ ସମସ୍ତ ମନୁଷ୍ୟଙ୍କଠାରୁ ଆମ୍ଭେମାନେ ଦୟନୀୟ ଅଟୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖಾಲಿ ಹ್ಯಾ ಜಲ್ಮಾಚ್ಯಾ ಸಾಟ್ನಿ ಎವ್ಡೆಚ್ ಕ್ರಿಸ್ತಾಚ್ಯಾ ವರ್ತಿ ಅಮಿ ಬರೊಸೊ ಥವ್ತಾವ್ ಹೊಲ್ಯಾರ್, ಅಮ್ಚಿ ಗತ್ ಹುರಲ್ಲ್ಯಾ ಸಗ್ಳ್ಯಾ ಲೊಕಾಂಚ್ಯಾನ್ಬಿ ಬುರ್ಶಿ.