1 Corinthians 15:21 — Compare Translations

7 translations compared side by side

Odia - 1840
"ଜଣେ ମନୁଷ୍ଯ ହତେୁ ଲୋକମାନଙ୍କ ପାଖକୁ ମୃତ୍ଯୁ ଆସିଲା। କିନ୍ତୁ ଜଣେ ମନୁଷ୍ଯ ଦ୍ବାରା ମଧ୍ଯ ମୃତ୍ଯୁର ପୁନରୁତ୍ଥାନ ହେଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ମନୁଷ୍ୟ ଦ୍ଵାରା ମୃତ୍ୟୁ ଉପସ୍ଥିତ ହୋଇଥିବାରୁ ମନୁଷ୍ୟ ଦ୍ଵାରା ମଧ୍ୟ ମୃତମାନଙ୍କର ପୁନରୁତ୍ଥାନ ଉପସ୍ଥିତ ହୋଇଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଜଣକ ଯୋଗୁଁ ମୃତ୍ୟୁ ଜଗତରେ ପ୍ରବେଶ କଲା। ସେହିପରି ଜଣକ ଯୋଗୁଁ ମୃତମାନଙ୍କର ପୁନରୁତ୍ଥାନ ସମ୍ଭବ ହୋଇଛି।
Odia Bible ERV 2004 (ପବିତ୍ର ବାଇବଲ)
ଜଣେ ମନୁଷ୍ୟ ହେତୁ ଲୋକମାନଙ୍କ ପାଖକୁ ମୃତ୍ୟୁ ଆସିଲା। କିନ୍ତୁ ଜଣେ ମନୁଷ୍ୟ ଦ୍ୱାରା ମଧ୍ୟ ମୃତ୍ୟୁର ପୁନରୁ‌ତ୍‌‌ଥାନ ହେଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ମନୁଷ୍ୟ ଦ୍ୱାରା ମୃତ୍ୟୁ ଉପସ୍ଥିତ ହୋଇଥିବାରୁ ମନୁଷ୍ୟ ଦ୍ୱାରା ମଧ୍ୟ ମୃତମାନଙ୍କର ପୁନରୁତ୍ଥାନ ଉପସ୍ଥିତ ହୋଇଅଛି।
Odia IRV 2017 (ଓଡିଆ ବାଇବେଲ)
କାରଣ ମନୁଷ୍ୟ ଦ୍ୱାରା ମୃତ୍ୟୁ ଉପସ୍ଥିତ ହୋଇଥିବାରୁ ମନୁଷ୍ୟ ଦ୍ୱାରା ମଧ୍ୟ ମୃତମାନଙ୍କର ପୁନରୁତ୍ଥାନ ଉପସ୍ଥିତ ହୋଇଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಶ್ಯಾಕ್ ಮಟ್ಲ್ಯಾರ್, ಎಕ್ ಮಾನ್ಸಾಚ್ಯಾ ವೈನಾ ಮರಾನ್ ಯೆಲೆ; ತಸೆಚ್ ಅನಿಎಕ್ ಮಾನ್ಸಾಚ್ಯಾ ವೈನಾ ಮರಲ್ಲ್ಯಾಂಚೆ ಝಿತ್ತೆ ಹೊವ್ನ್ ಉಟ್ತಲೆಬಿ ಯೆತಾ.