1 Corinthians 15:30 — Compare Translations

7 translations compared side by side

Odia - 1840
"ଆମ୍ଭେ ପ୍ରତି ମୁହୂର୍ତ୍ତ ରେ କ'ଣ ପାଇଁ ବିପଦର ସମ୍ମୁଖୀନ ହେଉ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆମ୍ଭେମାନେ ମଧ୍ୟ କାହିଁକି ପ୍ରତ୍ୟେକ ଦଣ୍ତରେ ବିପଦର ସମ୍ମୁଖୀନ ହେଉ?
Odia BSI (ପବିତ୍ର ବାଇବଲ (CL) NT (BSI))
ପୁଣି ଆମେ ବା କାହିଁକି ପ୍ରତି ମୁହୂର୍ତ୍ତ ବିପଦ ଆପଦର ସମ୍ମୁଖୀନ ହେଉଛୁ?
Odia Bible ERV 2004 (ପବିତ୍ର ବାଇବଲ)
ଆମ୍ଭେ ପ୍ରତି ମୁହୂର୍ତ୍ତରେ କ’ଣ ପାଇଁ ବିପଦର ସମ୍ମୁଖୀନ ହେଉ?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆମ୍ଭେମାନେ ମଧ୍ୟ କାହିଁକି ପ୍ରତ୍ୟେକ ଦଣ୍ଡରେ ବିପଦର ସମ୍ମୁଖୀନ ହେଉ?
Odia IRV 2017 (ଓଡିଆ ବାଇବେଲ)
ଆମ୍ଭେମାନେ ମଧ୍ୟ କାହିଁକି ପ୍ରତ୍ୟେକ ଦଣ୍ଡରେ ବିପଦର ସମ୍ମୁଖୀନ ହେଉ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಮಿ ಪರ್ತುನ್-ಪರ್ತುನ್ ಅಮ್ಕಾಚ್ ಅಪಾಯಾತ್ ಕಶ್ಯಾಕ್ ಘಾಲುನ್ ಘೆವ್ಲಾಂವ್?