1 Corinthians 15:36 — Compare Translations
7 translations compared side by side
Odia - 1840
"ସମାନେେ କେଉଁ ଭଳି ଦହେ ଧାରଣ କରିବେ? ଏଗୁଡ଼ିକ ହେଉଛି ନିର୍ବୋଧ ପ୍ରଶ୍ନ। ପୃଥିବୀ ରେ ପୋତା ଯାଇଥିବା ବୀଜଟି ନିଜେ ନ ମରିବା ପର୍ୟ୍ଯନ୍ତ ସଜୀବ ହୁଏ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ନିର୍ବୋଧ, ତୁମ୍ଭେ ନିଜେ ଯାହା ବୁଣ, ତାହା ନ ମଲେ ସଜୀବ ହୁଏ ନାହିଁ,
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମ୍ଭେମାନେ କେଡ଼େ ନିର୍ବୋଧ। ଏତିକି କଅଣ ଜାଣ ନାହିଁ - ଯେଉଁ ବୀଜ ବୁଣାଯାଏ, ତାହା ନ ମଲେ ଅଙ୍କୁରିତ ହୁଏ ନାହିଁ? ଯେଉଁ ଗଛଟି ଉତ୍ପନ୍ନ ହୁଏ, ତୁମେ ତାକୁ ବୁଣି ନ ଥାଅ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ କେଉଁ ଭଳି ଦେହ ଧାରଣ କରିବେ?” ଏଗୁଡ଼ିକ ହେଉଛି ନିର୍ବୋଧ ପ୍ରଶ୍ନ। ପୃଥିବୀରେ ପୋତା ଯାଇଥିବା ବୀଜଟି ନିଜେ ନ ମରିବା ପର୍ଯ୍ୟନ୍ତ ସଜୀବ ହୁଏ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ନିର୍ବୋଧ, ତୁମ୍ଭେ ନିଜେ ଯାହା ବୁଣ, ତାହା ନ ମଲେ ସଜୀବ ହୁଏ ନାହିଁ,
Odia IRV 2017 (ଓଡିଆ ବାଇବେଲ)
ହେ ନିର୍ବୋଧ, ତୁମ୍ଭେ ନିଜେ ଯାହା ବୁଣ, ତାହା ନ ମଲେ ସଜୀବ ହୁଏ ନାହିଁ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅರೆ ಪಿಶಾ! ತಿಯಾ ಉಗಾತ್ ಘಾಟಲ್ಲೆ ಬಿಂಯ್ ಮರುಚ್ಯಾ ಅದ್ದಿ ಉಗ್ವುನ್ ಯೆತಾ ಕಾಯ್