1 Corinthians 15:38 — Compare Translations

7 translations compared side by side

Odia - 1840
"ତା'ପରେ ପରମେଶ୍ବର ଯେପରି ଇଚ୍ଛା କରନ୍ତି, ସହେିପରି ଶରୀର ତାହାକୁ ପ୍ରଦାନ କରନ୍ତି। ପରମେଶ୍ବର ସମସ୍ତ ବୀଜ ମଧ୍ଯରୁ ପ୍ରେତ୍ୟକକକୁ ତାହାର ନିଜ ଶରୀର ଦିଅନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଈଶ୍ଵର ଆପଣା ଇଚ୍ଛାନୁସାରେ ତାହାକୁ ଶରୀର ଦିଅନ୍ତି, ଆଉ ସମସ୍ତ ବୀଜ ମଧ୍ୟରୁ ପ୍ରତ୍ୟେକକୁ ତାହାର ନିଜ ଶରୀର ଦିଅନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ଈଶ୍ୱର ଆପଣା ଇଚ୍ଛାନୁସାରେ ତା’ର ଶରୀର ରୂପାୟିତ କରନ୍ତି। ପ୍ରତ୍ୟେକ ବୀଜକୁ ସେ ତା’ର ନିଜସ୍ୱ ରୂପ ଦାନ କରନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ପରମେଶ୍ୱର ଯେପରି ଇଚ୍ଛା କରନ୍ତି, ସେହିପରି ଶରୀର ତାହାକୁ ପ୍ରଦାନ କରନ୍ତି। ପରମେଶ୍ୱର ସମସ୍ତ ବୀଜ ମଧ୍ୟରୁ ପ୍ରତ୍ୟେକକୁ ତାହାର ନିଜ ଶରୀର ଦିଅନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଈଶ୍ବର ଆପଣା ଇଚ୍ଛାନୁସାରେ ତାହାକୁ ଶରୀର ଦିଅନ୍ତି, ଆଉ ସମସ୍ତ ବୀଜ ମଧ୍ୟରୁ ପ୍ରତ୍ୟେକକୁ ତାହାର ନିଜ ଶରୀର ଦେଇଥାଆନ୍ତି।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଈଶ୍ୱର ଆପଣା ଇଚ୍ଛାନୁସାରେ ତାହାକୁ ଶରୀର ଦିଅନ୍ତି, ଆଉ ସମସ୍ତ ବୀଜ ମଧ୍ୟରୁ ପ୍ରତ୍ୟେକକୁ ତାହାର ନିଜ ଶରୀର ଦିଅନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ತ್ಯಾ ಬಿಂಯಾಕ್ ದೆವ್ ಅಪ್ನಾಚ್ಯಾ ಮರ್ಜಿ ಸರ್ಕೆ ಆಂಗ್ ದಿತಾ, ಅನಿ ಹರಿಎಕ್ ಬಿಂಯಾಕ್ ದುಸ್ರ್ಯಾ ದುಸ್ರ್ಯಾ ನಮುನ್ಯಾಚೆ ಆಂಗ್ ರ್‍ಹಾತಾ.