1 Corinthians 15:39 — Compare Translations

7 translations compared side by side

Odia - 1840
"ଶରୀରରୁ ଜାତ ସମସ୍ତ ବିଷୟ ରେ ସମାନ ପ୍ରକାରର ଶରୀର ନ ଥାଏ। ମଣିଷମାନଙ୍କର ଶରୀର ଏକ ପ୍ରକାରର ତ ଚଢ଼ଇମାନଙ୍କେର ଶରୀର ଅନ୍ୟ ପ୍ରକାରର ଓ ମାଛମାନଙ୍କର ଶରୀର ଆହୁରି ଅଲଗା ପ୍ରକାରର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସମସ୍ତ ଶରୀର ଏକପ୍ରକାର ଶରୀର ନୁହେଁ, ମାତ୍ର ମନୁଷ୍ୟମାନଙ୍କ ଏକପ୍ରକାର ଶରୀର, ପଶୁମାନଙ୍କର ଅନ୍ୟପ୍ରକାର ଶରୀର, ପୁଣି ପକ୍ଷୀମାନଙ୍କର ଆଉ ଏକ-ପ୍ରକାର ଶରୀର ଓ ମାଛମାନଙ୍କର ଅନ୍ୟପ୍ରକାର ଶରୀର ।
Odia BSI (ପବିତ୍ର ବାଇବଲ (CL) NT (BSI))
ସବୁ ପ୍ରାଣୀଙ୍କର ଶରୀର ଏକ ପ୍ରକାର ନୁହେଁ। ମଣିଷର ଶରୀର ଏକ ପ୍ରକାର, ପଶୁର ଶରୀର ଅନ୍ୟ ପ୍ରକାର। ପକ୍ଷୀ ଓ ମାଛର ଶରୀର ଭିନ୍ନ ପ୍ରକାର।
Odia Bible ERV 2004 (ପବିତ୍ର ବାଇବଲ)
ଶରୀରରୁ ଜାତ ସମସ୍ତ ବିଷୟରେ ସମାନ ପ୍ରକାରର ଶରୀର ନ ଥାଏ। ମଣିଷମାନଙ୍କର ଶରୀର ଏକ ପ୍ରକାରର ତ ଚଢ଼େଇମାନଙ୍କର ଶରୀର ଅନ୍ୟ ପ୍ରକାରର ଓ ମାଛମାନଙ୍କର ଶରୀର ଆହୁରି ଅଲଗା ପ୍ରକାରର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସମସ୍ତ ଶରୀର ଏକ-ପ୍ରକାର ଶରୀର ନୁହେଁ, ମାତ୍ର ମନୁଷ୍ୟମାନଙ୍କ ଏକ-ପ୍ରକାର ଶରୀର, ପଶୁମାନଙ୍କର ଅନ୍ୟ ପ୍ରକାର ଶରୀର, ପୁଣି, ପକ୍ଷୀମାନଙ୍କର ଆଉ ଏକ-ପ୍ରକାର ଶରୀର ଓ ମତ୍ସ୍ୟମାନଙ୍କର ଅନ୍ୟ ପ୍ରକାର ଶରୀର।
Odia IRV 2017 (ଓଡିଆ ବାଇବେଲ)
ସମସ୍ତ ଶରୀର ଏକ ପ୍ରକାର ଶରୀର ନୁହେଁ, ମାତ୍ର ମନୁଷ୍ୟମାନଙ୍କ ଏକ ପ୍ରକାର ଶରୀର, ପଶୁମାନଙ୍କର ଅନ୍ୟ ପ୍ରକାର ଶରୀର, ପୁଣି, ପକ୍ଷୀମାନଙ୍କର ଆଉ ଏକ- ପ୍ରକାର ଶରୀର ଓ ମାଛମାନଙ୍କର ଅନ୍ୟ ପ୍ରକାର ଶରୀର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಗ್ಳಿ ಆಂಗಾ ಎಕುಚ್ ನಮುನ್ಯಾಚಿ ನ್ಹಯ್, ಮಾನ್ಸಾಚೆ ಆಂಗ್ ಎಕ್ ನಮುನ್ಯಾಚೆ, ಜನಾವರಾಂಚೆ ಆಂಗ್ ಅನಿಎಕ್ ನಮುನ್ಯಾಚೆ, ಫಾಂಕ್ರಾಂಚೆ ಅನಿಎಕ್ ನಮುನ್ಯಾಚೆ ಅನಿ ಮಾಸೊಳ್ಯಾಂಚೆ ಅನಿಎಕ್ ನಮುನ್ಯಾಚೆ.