1 Corinthians 15:43 — Compare Translations
7 translations compared side by side
Odia - 1840
"ଶରୀରଟି ଅନାଦର ରେ ବୁଣାଯାଏ, କିନ୍ତୁ ମହିମା ରେ ତାହା ଉଥିତ ହୁଏ। ଯେତବେେଳେ ଦୁର୍ବଳତା ରେ ଶରୀରଟି ବୁଣାଯାଏ ଏହା ଶକ୍ତିର ସହିତ ଉଥିତ ହୁଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନାଦରରେ ବୁଣାଯାଏ, ଗୌରବାନ୍ଵିତ ହୋଇ ଉତ୍ଥିତ ହୁଏ; ଦୁର୍ବଳତାରେ ବୁଣାଯାଏ, ସବଳ ହୋଇ ଉତ୍ଥିତ ହୁଏ;
Odia BSI (ପବିତ୍ର ବାଇବଲ (CL) NT (BSI))
ସମାଧି ଦିଆଯାଉଥିବା ଶରୀର ନଶ୍ୱର। କିନ୍ତୁ ପୁନରୁତ୍ଥିତ ଶରୀର ଅବିନଶ୍ୱର।
Odia Bible ERV 2004 (ପବିତ୍ର ବାଇବଲ)
ଶରୀରଟି ଅନାଦରରେ “ବୁଣାଯାଏ”, କିନ୍ତୁ ମହିମାରେ ତାହା ଉତ୍ଥିତ ହୁଏ। ଯେତେବେଳେ ଦୁର୍ବଳତାରେ ଶରୀରଟି “ବୁଣାଯାଏ” ଏହା ଶକ୍ତିର ସହିତ ଉତ୍ଥିତ ହୁଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅନାଦରରେ ବୁଣାଯାଏ, ଗୌରବାନ୍ୱିତ ହୋଇ ଉତ୍ଥିତ ହୁଏ; ଦୁର୍ବଳତାରେ ବୁଣାଯାଏ, ଶକ୍ତି ଦ୍ୱାରା ଉତ୍ଥିତ ହୁଏ;
Odia IRV 2017 (ଓଡିଆ ବାଇବେଲ)
ଅନାଦରରେ ବୁଣାଯାଏ, ଗୌରବାନ୍ୱିତ ହୋଇ ଉତ୍ଥିତ ହୁଏ; ଦୁର୍ବଳତାରେ ବୁଣାଯାଏ, ଶକ୍ତି ଦ୍ବାରା ଉତ୍ଥିତ ହୁଏ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾಟಿ ದಿತಾನಾ ತೆ ಬುರ್ಶೆ ಅನಿ ಬಳ್ ನಸಲ್ಲೆ, ಖರೆ ಉಟ್ವುನ್ ಹೊಲ್ಲ್ಯಾ ತನ್ನಾ ತೆ ಸುಂದರ್ ಅನಿ ಘಟ್ಮುಟ್ ಹೊತಾ.