1 Corinthians 15:48 — Compare Translations
7 translations compared side by side
Odia - 1840
"ଜଗତର ପ୍ରଥମ ମନୁଷ୍ଯ ଭଳି ପ୍ରେତ୍ୟକକ ମନୁଷ୍ଯ ପୃଥିବୀର ଅଟନ୍ତି। କିନ୍ତୁ ଯେଉଁମାନେ ସ୍ବର୍ଗର, ସମାନେେ ସ୍ବର୍ଗରୁ ଆଗତ ସହେି ମନୁଷ୍ଯ ତୁଲ୍ଯ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଉଁମାନେ ମୃତ୍ତିକାରେ ନିର୍ମିତ, ସେମାନେ ମୃତ୍ତିକାରେ ନିର୍ମିତ ସେହି ମନୁଷ୍ୟ ତୁଲ୍ୟ, ପୁଣି ଯେଉଁମାନେ ସ୍ଵର୍ଗୀୟ, ସେମାନେ ସ୍ଵର୍ଗରୁ ଆଗତ ସେହି ବ୍ୟକ୍ତି ତୁଲ୍ୟ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପାର୍ଥିବ ମନୁଷ୍ୟ ସଦୃଶ। କିନ୍ତୁ ସ୍ୱର୍ଗୀୟ ସ୍ୱଭାବବିଶିଷ୍ଟ ମନୁଷ୍ୟମାନେ ସେହି ସ୍ୱର୍ଗୀୟ ସ୍ୱଭାବବିଶିଷ୍ଟ ମନୁଷ୍ୟମାନେ ସେହି ସ୍ୱର୍ଗୀୟ ମାନବଙ୍କ ସଦୃଶ।
Odia Bible ERV 2004 (ପବିତ୍ର ବାଇବଲ)
ଜଗତର ପ୍ରଥମ ମନୁଷ୍ୟ ଭଳି ପ୍ରତ୍ୟେକ ମନୁଷ୍ୟ ପୃଥିବୀର ଅଟନ୍ତି। କିନ୍ତୁ ଯେଉଁମାନେ ସ୍ୱର୍ଗର, ସେମାନେ ସ୍ୱର୍ଗରୁ ଆଗତ ସେହି ମନୁଷ୍ୟ ତୁଲ୍ୟ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଉଁମାନେ ମୃତ୍ତିକାରେ ନିର୍ମିତ, ସେମାନେ ମୃତ୍ତିକାରେ ନିର୍ମିତ ସେହି ମନୁଷ୍ୟ ତୁଲ୍ୟ, ପୁଣି, ଯେଉଁମାନେ ସ୍ୱର୍ଗୀୟ, ସେମାନେ ସ୍ୱର୍ଗରୁ ଆଗତ ସେହି ବ୍ୟକ୍ତି ତୁଲ୍ୟ।
Odia IRV 2017 (ଓଡିଆ ବାଇବେଲ)
ଯେଉଁମାନେ ମୃତ୍ତିକାରେ ନିର୍ମିତ, ସେମାନେ ମୃତ୍ତିକାରେ ନିର୍ମିତ ସେହି ମନୁଷ୍ୟ ତୁଲ୍ୟ, ପୁଣି, ଯେଉଁମାନେ ସ୍ୱର୍ଗୀୟ, ସେମାନେ ସ୍ୱର୍ଗରୁ ଆଗତ ସେହି ବ୍ୟକ୍ତି ତୁଲ୍ୟ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹ್ಯಾ ಜಿಮ್ನಿಚಿ ಮನುನ್ ಅಸಲ್ಲಿ ಲೊಕಾ ಜಿಮ್ನಿಚ್ಯಾ ಧುಳಿನಿ ಕರಲ್ಲ್ಯಾ ಮಾನ್ಸಾಚ್ಯಾ ಸರ್ಕಿ. ಸರ್ಗಾ ವೈನಾ ಯೆಲ್ಲೆ ಸರ್ಗಾ ವೈನಾ ಯೆಲ್ಲ್ಯಾಕ್ನಾ ಯೆಲ್ಲೆ ಹಾಯ್.