1 Corinthians 15:52 — Compare Translations
6 translations compared side by side
Odia - 1840
"ଏହା କବଳେ ମୁହୂର୍ତ୍ତକ ମଧିଅରେ ଆଖି ପିଛୁଳାକେ, ଘଟି ୟିବ। ଯେତବେେଳେ ତୂରୀ ବାଜିବ, ଓ ଯେତେ ସବୁ ବିଶ୍ବାସୀ ମରିଯାଇଛନ୍ତି ସମାନେେ ମୃତ୍ଯୁରୁ ଅନନ୍ତକାଳ ପାଇଁ ଉଥିତ ହବେେ ଓ ଆମ୍ଭମାନଙ୍କ ମଧ୍ଯରୁ ଯେଉଁମାନେ ଜୀବିତ ଅଛନ୍ତି, ସମାନେେ ପରିବର୍ତ୍ତିତ ହବେେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଏକ ମୁହୂର୍ତ୍ତରେ, ଚକ୍ଷୁର ପଲକରେ, ଶେଷ ତୂରୀଧ୍ଵନିରେ ଆମ୍ଭେମାନେ ସମସ୍ତେ ପରିବର୍ତ୍ତିତ ହେବା; କାରଣ ତୂରୀ ବାଜିବ, ଆଉ ମୃତମାନେ ଅକ୍ଷୟ ହୋଇ ଉତ୍ଥିତ ହେବେ, ପୁଣି ଆମ୍ଭେମାନେ ପରିବର୍ତ୍ତିତ ହେବା ।
Odia Bible ERV 2004 (ପବିତ୍ର ବାଇବଲ)
ଏହା କେବଳ ମୁହୂର୍ତ୍ତକ ମଧ୍ୟରେ ଆଖି ପିଛୁଳାକେ, ଘଟି ଯିବ। ଯେତେବେଳେ ତୂରୀ ବାଜିବ, ଓ ଯେତେ ସବୁ ବିଶ୍ୱାସୀ ମରିଯାଇଛନ୍ତି ସେମାନେ ମୃତ୍ୟୁରୁ ଅନନ୍ତକାଳ ପାଇଁ ଉତ୍ଥିତ ହେବେ ଓ ଆମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ଜୀବିତ ଅଛନ୍ତି, ସେମାନେ ପରିବର୍ତ୍ତିତ ହେବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଏକ ମୁହୂର୍ତ୍ତରେ, ଚକ୍ଷୁର ପଲକରେ, ଶେଷ ତୂରୀଧ୍ୱନୀରେ ଆମ୍ଭେମାନେ ସମସ୍ତେ ପରିବର୍ତ୍ତିତ ହେବା; କାରଣ ତୂରୀ ବାଜିବ, ଆଉ ମୃତମାନେ ଅକ୍ଷୟ ହୋଇ ଉତ୍ଥିତ ହେବେ, ପୁଣି, ଆମ୍ଭେମାନେ ପରିବର୍ତ୍ତିତ ହେବା।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଏକ ମୁହୂର୍ତ୍ତରେ, ଚକ୍ଷୁର ପଲକରେ, ଶେଷ ତୂରୀଧ୍ୱନିରେ ଆମ୍ଭେମାନେ ସମସ୍ତେ ପରିବର୍ତ୍ତିତ ହେବା; କାରଣ ତୂରୀ ବାଜିବ, ଆଉ ମୃତମାନେ ଅକ୍ଷୟ ହୋଇ ଉତ୍ଥିତ ହେବେ, ପୁଣି, ଆମ୍ଭେମାନେ ପରିବର୍ତ୍ତିତ ହେବା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಗ್ದಮ್ ಡೊಳೆ ಧಾಪುನ್ ಉಗ್ಡುಚ್ಯಾ ಭುತ್ತುರ್ ಮಟ್ಲ್ಯಾ ಬಾಸೆನ್, ಆಕ್ರಿಚ್ಯಾ ಮೊಟ್ಯಾ ಪಂವ್ಯಾಚ್ಯಾ ಅವಾಜಾಕ್ ಹೆ ಘಡ್ತಾ. ಪಂವೊ ವಾಜ್ತಾ ಅನಿ ಮರಲ್ಲಿ ಲೊಕಾ ನಾಸ್ ಹೊವ್ನ್ ಜಾಯ್ನಸಲ್ಲಿ ಹೊವ್ನ್ ಉಟ್ತ್ಯಾತ್ ಅನಿ ಅಮಿ ಸಗ್ಳೆ ಜಾನಾ ನ್ಹವ್ಯಾ ರುಪಾತ್ ಬದಲ್ತಾವ್.