1 Corinthians 16:15 — Compare Translations

7 translations compared side by side

Odia - 1840
"ତୁମ୍ଭମାନେେ ସ୍ତିଫାନର ପରିବାରବର୍ଗଙ୍କୁ ଜାଣିଛ। ସମାନେେ ଆଖାଯା ଦେଶର ପ୍ରଥମ ବିଶ୍ବାସୀ ଥିଲେ। ସମାନେେ ପରମେଶ୍ବରଙ୍କ ଲୋକମାନଙ୍କ ସବୋ ରେ ନିଜକୁ ସମର୍ପିତ କରିଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ଭାଇମାନେ, ସ୍ତିଫାନଙ୍କ ପରିଜନବର୍ଗ ଯେ ଆଖାୟାର ପ୍ରଥମ ଫଳ ସ୍ଵରୂପ; ପୁଣି, ସାଧୁମାନଙ୍କ ସେବାରେ ବ୍ରତୀ ହୋଇଅଛନ୍ତି, ଏହା ତୁମ୍ଭେମାନେ ଜାଣ;
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମ୍ଭେମାନେ ସ୍ତିଫାନା ଓ ତାଙ୍କ ପରିବାର ବିଷୟ ଜାଣ। ସେମାନେ ଆଖାୟାର ପ୍ରଥମ ଖ୍ରୀଷ୍ଟିୟାନ। ସେମାନେ ଈଶ୍ୱରଙ୍କ ଲୋକମାନଙ୍କ ସେବାରେ ନିଜକୁ ସମର୍ପଣ କରି ଦେଇଛନ୍ତି। ଭାଇମାନେ; ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି,
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେମାନେ ସ୍ତିଫାନର ପରିବାରବର୍ଗଙ୍କୁ ଜାଣିଛ। ସେମାନେ ଆଖାୟା ଦେଶର ପ୍ରଥମ ବିଶ୍ୱାସୀ ଥିଲେ। ସେମାନେ ପରମେଶ୍ୱରଙ୍କ ଲୋକମାନଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ଭାଇମାନେ, ସ୍ତିଫାନଙ୍କ ପରିଜନବର୍ଗ ଯେ ଆଖାୟା ଅଞ୍ଚଳର ପ୍ରଥମ ମନ-ପରିବର୍ତ୍ତନ କରିଥିବା ସ୍ୱରୂପ; ପୁଣି, ସାଧୁମାନଙ୍କ ସେବାରେ ବ୍ରତୀ ହୋଇଅଛନ୍ତି, ଏହା ତୁମ୍ଭେମାନେ ଜାଣ;
Odia IRV 2017 (ଓଡିଆ ବାଇବେଲ)
ହେ ଭାଇମାନେ, ସ୍ତିଫାନଙ୍କ ପରିଜନବର୍ଗ ଯେ ଆଖାୟାର ପ୍ରଥମ ଫଳ ସ୍ୱରୂପ; ପୁଣି, ସାଧୁମାନଙ୍କ ସେବାରେ ବ୍ରତୀ ହୋଇଅଛନ୍ତି, ଏହା ତୁମ୍ଭେମାନେ ଜାଣ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಭಾವಾನು ಅನಿ ಭೆನಿಯಾನು, ಅನಿಎಕ್ ಉಪ್ಕಾರ್ ತುಮ್ಚ್ಯಾಕ್ಡೆ ಮಿಯಾ ಮಾಗ್ತಲೊ ಹಾಂವ್, ಸ್ತೆಫನಾಚ್ಯಾ ಘರ್ಚ್ಯಾಂಚಿ ತುಮ್ಕಾ ವಳಕ್ ಹಾಯ್, ಅಖಾಯಿಯಾತ್ ಧನಿಯಾ ಕಡೆ ಪರತಲ್ಲ್ಯಾಂಚ್ಯಾ ಮದ್ದಿ ಸಗ್ಳ್ಯಾನ್ ಪಯ್ಲೆ ತೆನಿಚ್. ದೆವಾಚ್ಯಾ ಲೊಕಾಂಚಿ ಸೆವಾ ಕರ್‍ತಲ್ಯಾತ್ ತೆನಿ ಅಪ್ನಾಕುಚ್ ಒಪ್ಸುನ್ ದಿಲ್ಯಾನಾತ್.