1 Corinthians 2:16 — Compare Translations

7 translations compared side by side

Odia - 1840
"ପ୍ରଭୂଙ୍କ ମନ କଥା କିଏ ଜାଣି ଅଛି? କ'ଣ କରିବାକୁ ହବେ ବୋଲି ପ୍ରଭୂଙ୍କୁ କିଏ କହିବ? ୟିଶାଇୟ 40:13"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ କିଏ ପ୍ରଭୁଙ୍କ ମନ ଜାଣିଅଛି ଯେ, ସେ ତାହାଙ୍କୁ ଶିକ୍ଷା ଦେଇ ପାରେ? କିନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମନ ପାଇଅଛୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଧର୍ମଶାସ୍ତ୍ରରେ ଯେପରି ଉଲ୍ଲେଖ ଅଛି: “କିଏ ଈଶ୍ୱରଙ୍କ ମନୋଭାବ ବୁଝିପାରେ? କିଏ ତାଙ୍କୁ ପରାମର୍ଶ ଦେଇପାରେ?” ସେ ଯାହାହେଉ, ଆମେ ଖ୍ରୀଷ୍ଟଙ୍କ ମନୋଭାବ ଗ୍ରହଣ କରିଛୁ।
Odia Bible ERV 2004 (ପବିତ୍ର ବାଇବଲ)
ଶାସ୍ତ୍ର କୁହେ: “ପ୍ରଭୁଙ୍କ ମନ କିଏ ଜାଣି ଅଛି? କ’ଣ କରିବାକୁ ହେବ ବୋଲି ପ୍ରଭୁଙ୍କୁ କିଏ କହିବ?” କିନ୍ତୁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ମନ ପାଇଅଛୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେପରି ପବିତ୍ର ଶାସ୍ତ୍ରରେ ଲେଖାଅଛି, “କାରଣ, କିଏ ପ୍ରଭୁଙ୍କ ମନ ଜାଣିଅଛି ଯେ, ସେ ତାହାଙ୍କୁ ଶିକ୍ଷା ଦେଇ ପାରେ?” କିନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମନ ପାଇଅଛୁ।
Odia IRV 2017 (ଓଡିଆ ବାଇବେଲ)
କାରଣ, କିଏ ପ୍ରଭୁଙ୍କ ମନ ଜାଣିଅଛି ଯେ, ସେ ତାହାଙ୍କୁ ଶିକ୍ଷା ଦେଇ ପାରେ? କିନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମନ ପାଇଅଛୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಚೆಸಾಟ್ನಿ ಪವಿತ್ರ್ ಪುಸ್ತಕಾತ್ ಮಟಲ್ಲೆ ಹಾಯ್; “ಧನಿಯಾಚೆ ಮನ್ ಕೊನಾಕ್ ಕಳ್ವುನ್ ಘೆವ್ಕ್ ಹೊತಾ? ಅನಿ ತೆಕಾ ಸಲಹಾ ದಿವ್ಕ್ ಕೊನಾಕ್ ಹೊತಾ ಖರೆ ಅಮ್ಚ್ಯಾಕ್ಡೆ ಕ್ರಿಸ್ತಾಚೊ ಮನ್ ಹಾಯ್”.