1 Corinthians 4:2 — Compare Translations
7 translations compared side by side
Odia - 1840
"ଯେଉଁ ଲୋକମାନଙ୍କୁ ଏହି ଦାଯିତ୍ବ ଦିଆଯାଇଛି ସମାନେେ ଯେ ଏଥିର ଯୋଗ୍ଯ ଏହା ଦର୍ଶାଇବା ଉଚିତ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ଭଣ୍ତାରଘରିଆ ବିଷୟରେ ଏହା ନିତା; ଆବଶ୍ୟକ, ଯେପରି ସେ ବିଶ୍ଵସ୍ତ ଦେଖାଯାଏ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହିପରି ଦାୟିତ୍ୱ ଗ୍ରହଣ କରିଥିବା ବ୍ୟକ୍ତି ନିଜ ପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ହେବା ଏକାନ୍ତ ଆବଶ୍ୟକ।
Odia Bible ERV 2004 (ପବିତ୍ର ବାଇବଲ)
ଯେଉଁ ଲୋକମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ସେମାନେ ଯେ ଏଥିର ଯୋଗ୍ୟ ଏହା ଦର୍ଶାଇବା ଉଚିତ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ଭଣ୍ଡାରଘରିଆ ବିଷୟରେ ଏହା ନିତାନ୍ତ ଆବଶ୍ୟକ, ଯେପରି ସେ ବିଶ୍ୱସ୍ତ ଦେଖାଯାଏ।
Odia IRV 2017 (ଓଡିଆ ବାଇବେଲ)
ଆଉ, ଭଣ୍ଡାରଘରିଆ ବିଷୟରେ ଏହା ନିତାନ୍ତ ଆବଶ୍ୟକ, ଯେପରି ସେ ବିଶ୍ୱସ୍ତ ଦେଖାଯାଏ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಸ್ಲ್ಯಾ ಸೆವಾಕಾಕ್ನಿ ಎಕ್ ಎವ್ಡೆಚ್ ರ್ಹಾವ್ಕ್ ಪಾಜೆ ತೆ ಕಾಯ್ ಮಟ್ಲ್ಯಾರ್, ಅಪ್ನಾಚ್ಯಾ ಯಜಮಾನಾಕ್ ವಿಶ್ವಾಸಾನ್ ರ್ಹಾತಲೆ.